ପେସାରେ ଶିକ୍ଷୟିତ୍ରୀ କିନ୍ତୁ ନିଶା ମାଷ୍ଟର୍ ଆଥ୍‌ଲେଟ୍

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ମଣିଷର ଇଛାଶକ୍ତି ଆଗରେ ହାର ମାନେ ବାଧାବିଘ୍ନ, ଅଭାବ ଅନଟନ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବଲାଙ୍ଗିର ସହରର ମାଷ୍ଟର୍ ଆଥଲେଟ୍ ରଶ୍ମିତା ମିଶ୍ର। ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ରଶ୍ମିତା ନିଜର ଇଚ୍ଛାଶକ୍ତି ବଳରେ ଜଣେ ଅର୍ନ୍ତଜାତୀୟ ମାଷ୍ଟର ଆଥଲେଟ୍‌ ହୋଇପାରିଛନ୍ତି। ଗତ ଫେବୃୟାରୀ ମାସରେ ଡେରାଡୁନରେଠାରେ ଅନୁଷ୍ଠିତ ଜାତୀୟ ଆଥଲେଟିକ୍ ପ୍ରତିଯୋଗିତାରେ ଭାଗ ନେଇ ରଶ୍ମିତା ଲମ୍ବଡିଆଁରେ ରୌପ୍ୟ ପଦକ ଆଣିଛନ୍ତି। ଠିକ୍ ସେହିପରି ଗତ ଜୁଲାଇ […]

rashmita2

rashmita2

Ranjit Kumar Jena
  • Published: Wednesday, 24 July 2019
  • Updated: 25 July 2019, 03:32 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ମଣିଷର ଇଛାଶକ୍ତି ଆଗରେ ହାର ମାନେ ବାଧାବିଘ୍ନ, ଅଭାବ ଅନଟନ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବଲାଙ୍ଗିର ସହରର ମାଷ୍ଟର୍ ଆଥଲେଟ୍ ରଶ୍ମିତା ମିଶ୍ର। ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ରଶ୍ମିତା ନିଜର ଇଚ୍ଛାଶକ୍ତି ବଳରେ ଜଣେ ଅର୍ନ୍ତଜାତୀୟ ମାଷ୍ଟର ଆଥଲେଟ୍‌ ହୋଇପାରିଛନ୍ତି।

ଗତ ଫେବୃୟାରୀ ମାସରେ ଡେରାଡୁନରେଠାରେ ଅନୁଷ୍ଠିତ ଜାତୀୟ ଆଥଲେଟିକ୍ ପ୍ରତିଯୋଗିତାରେ ଭାଗ ନେଇ ରଶ୍ମିତା ଲମ୍ବଡିଆଁରେ ରୌପ୍ୟ ପଦକ ଆଣିଛନ୍ତି। ଠିକ୍ ସେହିପରି ଗତ ଜୁଲାଇ ୬ ତାରିଖରେ ସିଙ୍ଗାପୁରଠାରେ ଅନୁଷ୍ଠିତ ଆଥଲେଟିକ ପ୍ରତିଯୋଗିତାର ଲମ୍ବ ଡିଆଁରେ ସେ ଚତୁର୍ଥ ସ୍ଥାନ ହାସଲ କରିଥିଲେ।

ଆସନ୍ତା ଅକ୍ଟୋବରରେ ରଶ୍ମିତା ଅଷ୍ଟ୍ରେଲିଆଠାରେ ଅନୁଷ୍ଠିତ ହେବାକୁ ଥିବା ଆଥଲେଟିକ ପ୍ରତିଯୋଗିତାରେ ଭାଗ ନେବେ। ତେଣୁ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜାତୀୟ ଏବଂ ଅର୍ନ୍ତଜାତୀୟ ସ୍ତରରେ ମାଷ୍ଟର୍ ଆଥଲେଟ୍ ଭାବେ ସଫଳତା ହାସଲ କରିଥିବାରୁ ରଶ୍ମିତାଙ୍କୁ ଇମ୍ପେରିଆଲ୍ ଜିମ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବରେ କାମ କରୁଥିବା ରଶ୍ମିତା ନିଜ କ୍ୟାରିୟରକୁ ଆଗକୁ ବଢ଼ାଇବାକୁ ଚାହୁଁଥିଲେ ହେଁ, ଅର୍ଥ ବାଧକ ସାଜିଛି। ତେଣୁ ରଶ୍ମିତା ଓ ତାଙ୍କ କୋଚ୍ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story