ବିରାଟ-ଅନୁଷ୍କାଙ୍କ ବାହାଘର ରୀତି ଆରମ୍ଭ, ଦେଖନ୍ତୁ ଭେନ୍ୟୁର ଫଟୋ

ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବାହାଘର ଆଉ ଏକ ଉଡ଼ା ଖବର ହୋଇନାହିଁ। ଦୁହେଁ ସତରେ ବାହା ହେବେ ଓ ଏଥିପାଇଁ ଭାରତରୁ ଶହ ଶହ ମାଇଲ ଦୂର ଇଟାଲୀରେ ସେମାନଙ୍କ ବାହାଘର ରୀତି ଆରମ୍ଭ ହୋଇଯାଇଛି ବୋଲି ଜାତୀୟ ଗଣମାଧ୍ୟମ ‘ଆଜ୍‌ ତକ୍‌’ ଏକ ଫଟୋ ସମ୍ବଳିତ ଖବର ପ୍ରକାଶ କରିଛି। ଏହି ରିପୋର୍ଟରେ ଦାବି କରାଯାଇଛି ଯେ ‘ଆଜ୍ ତକ୍’ ଟିମ୍ ବିବାହ ସ୍ଥଳ ପର୍ଯ୍ୟନ୍ତ ପହଞ୍ଚିଛି ଓ ସାହାନାଈର ଧ୍ୱନି ଶୁଣିଛି। […]

marriage

marriage

Rakesh Mallick
  • Published: Sunday, 10 December 2017
  • Updated: 10 December 2017, 10:25 AM IST

Sports

Latest News

ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବାହାଘର ଆଉ ଏକ ଉଡ଼ା ଖବର ହୋଇନାହିଁ। ଦୁହେଁ ସତରେ ବାହା ହେବେ ଓ ଏଥିପାଇଁ ଭାରତରୁ ଶହ ଶହ ମାଇଲ ଦୂର ଇଟାଲୀରେ ସେମାନଙ୍କ ବାହାଘର ରୀତି ଆରମ୍ଭ ହୋଇଯାଇଛି ବୋଲି ଜାତୀୟ ଗଣମାଧ୍ୟମ ‘ଆଜ୍‌ ତକ୍‌’ ଏକ ଫଟୋ ସମ୍ବଳିତ ଖବର ପ୍ରକାଶ କରିଛି।

ଏହି ରିପୋର୍ଟରେ ଦାବି କରାଯାଇଛି ଯେ ‘ଆଜ୍ ତକ୍’ ଟିମ୍ ବିବାହ ସ୍ଥଳ ପର୍ଯ୍ୟନ୍ତ ପହଞ୍ଚିଛି ଓ ସାହାନାଈର ଧ୍ୱନି ଶୁଣିଛି।

virat3ବିରାଟ ଓ ଅନୁଷ୍କା ଇଟାଲୀର ଯେଉଁ ଭେନ୍ୟୁରେ ବାହା ହେଉଛନ୍ତି ତାହାର ଏକ ବିଶେଷତ୍ୱ ରହିଛି। ଏହାକୁ କେବଳ ଖରା ଦିନେ ଖୋଲା ଯାଏ। ତେବେ ଖାସ୍ ସେମାନଙ୍କ ବାହାଘର ପାଇଁ ଏହାକୁ ଡିସେମ୍ବର ମାସରେ ଖୋଲା ଯାଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେ ବିରାଟ ଓ ଅନୁଷ୍କାଙ୍କ ବାହାଘର ପାଇଁ ଭେନ୍ୟୁ ସ୍ଥଳରେ ପଞ୍ଜାବୀ ଭାଙ୍ଗଡ଼ା ଗ୍ରୁପ୍ସ ମଧ୍ୟ ପହଞ୍ଚିଛନ୍ତି।

ଭେନ୍ୟୁ ଚାରି ପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସୌଜନ୍ୟ: ଆଜ୍‌ ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story