ବେଲଜିୟମ୍ ରାଜା-ରାଣୀଙ୍କୁ କ୍ରିକେଟ୍‌ ଖେଳ ଶିଖାଇଲେ ବିରୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁମ୍ବାଇର କ୍ରିକେଟ୍‌ ପଡ଼ିଆରେ ବେଲଜିୟମ୍ ରାଜ ଦମ୍ପତି। ତାହାପୁଣି, ନୱାବ ଅଫ୍ ନଜବଗଡ଼ ବିରେନ୍ଦ୍ର ସେହୱାଗଙ୍କ ସହ। ଭାରତ ଭ୍ରମଣରେ ଆସିଥିବା ବେଲଜିୟମ୍ ରାଜା ଫିଲିପ୍ ଏବଂ ରାଣୀ ମାଥିଡୋ ଆଜି ମୁମ୍ବାଇରେ କ୍ରିକେଟର ମଜା ଉଠାଇଛନ୍ତି। ଏହି ଅବସରରେ ସେହୱାଗ ରାଜ ଦମ୍ପତିଙ୍କୁ କ୍ରିକେଟ୍‌ ଖେଳ ବିଷୟରେ ଶିଖାଇଥିଲେ। ନିଜ ବ୍ୟସ୍ତବହୁଳ ଗସ୍ତ ମଧ୍ୟରୁ ବେସ୍ କିଛି ସମୟ ବାହାର କରିଥିଲେ ଏହି ଅତିଥି। କ୍ରିକେଟ ପରେ ପଡ଼ଇାରେ ଥିବା ଛୋଟ […]

sehwag-1

sehwag-1

Rakesh Mallick
  • Published: Friday, 10 November 2017
  • Updated: 10 November 2017, 06:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁମ୍ବାଇର କ୍ରିକେଟ୍‌ ପଡ଼ିଆରେ ବେଲଜିୟମ୍ ରାଜ ଦମ୍ପତି। ତାହାପୁଣି, ନୱାବ ଅଫ୍ ନଜବଗଡ଼ ବିରେନ୍ଦ୍ର ସେହୱାଗଙ୍କ ସହ। ଭାରତ ଭ୍ରମଣରେ ଆସିଥିବା ବେଲଜିୟମ୍ ରାଜା ଫିଲିପ୍ ଏବଂ ରାଣୀ ମାଥିଡୋ ଆଜି ମୁମ୍ବାଇରେ କ୍ରିକେଟର ମଜା ଉଠାଇଛନ୍ତି। ଏହି ଅବସରରେ ସେହୱାଗ ରାଜ ଦମ୍ପତିଙ୍କୁ କ୍ରିକେଟ୍‌ ଖେଳ ବିଷୟରେ ଶିଖାଇଥିଲେ। ନିଜ ବ୍ୟସ୍ତବହୁଳ ଗସ୍ତ ମଧ୍ୟରୁ ବେସ୍ କିଛି ସମୟ ବାହାର କରିଥିଲେ ଏହି ଅତିଥି। କ୍ରିକେଟ ପରେ ପଡ଼ଇାରେ ଥିବା ଛୋଟ ପିଲାଙ୍କ ସହ କିଛି ମୁହୂର୍ତ୍ତ ବିତାଇଥିଲେ ଉଭୟ ଦମ୍ପତି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷତ ପରେ ମୁମ୍ବାଇ ଆସିଥିଲେ ଉଭୟ। ମୁମ୍ବାଇ ଆସିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ବିଦ୍ୟାସାଗର ରାଓ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାନଭିସ୍। ଏହି ଅବସରରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ବେଲଜିଅମ୍ ରାଷ୍ଟ୍ର ମୁଖ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story