ଟିମ୍‌ ଇଣ୍ଡିଆର ଏହି କ୍ରିକେଟ୍‌ ତାରକାଙ୍କ ଭବିଷ୍ୟତ ଏବେ ଅନ୍ଧାର ଘେରରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତ ଫର୍ମାଟରେ ଟିମ୍ ଇଣ୍ଡିଆ ଏବେ ଜବରଦସ୍ତ ଫର୍ମରେ ଅଛି। ଟିମରେ ସମସ୍ତ ଖେଳାଳି ଏବେ ଆକର୍ଷଣୀୟ ପ୍ରଦର୍ଶନ କରୁଛନ୍ତି। ଫଳରେ ଇଣ୍ଡିଆ ଏବେ ଟେଷ୍ଟ ଓ ଦିନିକିଆରେ ଆଇସିସି ମାନ୍ୟତାରେ ଏକ ନମ୍ବର ସ୍ଥାନରେ ଅଛି। ବିଶେଷ କରି ଯୁବ ଖେଳାଳିଙ୍କ ଉନ୍ନତମାନର ପ୍ରଦର୍ଶନ  ଫଳରେ ଟିମର ବିଜୟ ସହଜ ହୋଇପାରୁଛି। ଏପରି ସ୍ଥିତିରେ ସିନିୟର ଖେଳାଳିଙ୍କ ପାଇଁ ଏବେ ଦଳରେ ସ୍ଥାନ ମିଳିବା କଷ୍ଟକର ହୋଇପଡିଛି। ବିଶେଷକରି ଯୁବରାଜ ସିଂ,ସୁରେଶ […]

yuvi

yuvi

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 04:19 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତ ଫର୍ମାଟରେ ଟିମ୍ ଇଣ୍ଡିଆ ଏବେ ଜବରଦସ୍ତ ଫର୍ମରେ ଅଛି। ଟିମରେ ସମସ୍ତ ଖେଳାଳି ଏବେ ଆକର୍ଷଣୀୟ ପ୍ରଦର୍ଶନ କରୁଛନ୍ତି। ଫଳରେ ଇଣ୍ଡିଆ ଏବେ ଟେଷ୍ଟ ଓ ଦିନିକିଆରେ ଆଇସିସି ମାନ୍ୟତାରେ ଏକ ନମ୍ବର ସ୍ଥାନରେ ଅଛି। ବିଶେଷ କରି ଯୁବ ଖେଳାଳିଙ୍କ ଉନ୍ନତମାନର ପ୍ରଦର୍ଶନ  ଫଳରେ ଟିମର ବିଜୟ ସହଜ ହୋଇପାରୁଛି।

ଏପରି ସ୍ଥିତିରେ ସିନିୟର ଖେଳାଳିଙ୍କ ପାଇଁ ଏବେ ଦଳରେ ସ୍ଥାନ ମିଳିବା କଷ୍ଟକର ହୋଇପଡିଛି। ବିଶେଷକରି ଯୁବରାଜ ସିଂ,ସୁରେଶ ରାଇନା, ହରଭଜନ ସିଂ, ଜାଡେଜା ଓ ଅଶ୍ୱିନଙ୍କ ଭଳି ଖେଳାଳିଙ୍କ ପାଇଁ ମୁସ୍କିଲ ବଢିଯାଇଛି। ଟିମ୍ ଇଣ୍ଡିଆକୁ ଏହି କ୍ରିକେଟର ଅନେକ ଥର ବିଜୟୀ କରାଇଥିବା ସତ୍ତ୍ୱେ ଏବେ ଟିମରେ ସ୍ଥାନ ମିଳୁନି। ବିଶେଷ କରି ଯୁବରାଜଙ୍କ ଭଳି ବିସ୍ଫୋରକ ଖେଳାଳି ଟିମ୍‌ରେ ସ୍ଥାନ ପାଇବା ପାଇଁ ଏବେ ସଂଘର୍ଷ କରୁଛନ୍ତି। ସେହିପରି ଫର୍ମରେ ଥିବା ଅଶ୍ୱିନ ଓ ଜାଡେଜାଙ୍କୁ ଦଳରୁ ବାଦ ଦିଆଯାଇଛି। ବର୍ତ୍ତମାନ କୁଲଦୀପ ଯାଦବ, ଚହଲ ଓ ପାଣ୍ଡ୍ୟା ନିଜର ସର୍ବଶ୍ରେଷ୍ଠ ଫର୍ମରେ ଥିବାବେଳେ କୋହଲି, ରୋହିତ ଓ ରାହାନେ ମଧ୍ୟ ବସ୍ଫୋରକ ବ୍ୟାଟିଂ କରୁଛନ୍ତି। ତେଣୁ ଏପରି ସ୍ଥିତିରେ ଏହି ସିନିୟର ଖେଳାଳିଙ୍କ କ୍ରିକେଟ୍ କ୍ୟାରିୟରକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story