ସେରେନା ଜିତିଲେ ଷଷ୍ଠ ୱିମ୍ବଲଡନ୍ ଟାଇଟଲ୍

ୱିମ୍ବଲଡନ୍: ଷଷ୍ଠଥର ପାଇଁ ୱିମ୍ବଲଡନ୍ ଟାଇଟଲ୍ ହାସଲ କରିଛନ୍ତି ସେରେନା ୱିଲିୟମ୍ସ। ସ୍ପେନର ଗାର୍ବିନ୍ ମୁଗୁରୁଜାଙ୍କୁ ୬-୪,୬-୪ ସେଟରେ ପରାସ୍ତ କରି ସେ ଏହି ଟାଇଟଲ ହାସଲ କରିଛନ୍ତି। ଏହା ସହିତ ମୁଗୁରୁଜାଙ୍କର ପ୍ରଥମ ଥର ପାଇଁ ୱିମ୍ବଲଡନ୍ ଟାଇଟଲ ହାସଲ କରିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି। ସେରେନା ସେମିରେ ସାରାପୋଭାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ସେହିଭଳି ମୁଗୁରୁଜା ପୋଲାଣ୍ଡର ଅଗ୍ନିସ୍କା ରାଦୱାନସ୍କାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଏହା ସହିତ ୧୯୯୬ ପରେ […]

serena

Rakesh Mallick
  • Published: Saturday, 11 July 2015
  • , Updated: 11 July 2015, 04:21 PM IST

ୱିମ୍ବଲଡନ୍: ଷଷ୍ଠଥର ପାଇଁ ୱିମ୍ବଲଡନ୍ ଟାଇଟଲ୍ ହାସଲ କରିଛନ୍ତି ସେରେନା ୱିଲିୟମ୍ସ। ସ୍ପେନର ଗାର୍ବିନ୍ ମୁଗୁରୁଜାଙ୍କୁ ୬-୪,୬-୪ ସେଟରେ ପରାସ୍ତ କରି ସେ ଏହି ଟାଇଟଲ ହାସଲ କରିଛନ୍ତି। ଏହା ସହିତ ମୁଗୁରୁଜାଙ୍କର ପ୍ରଥମ ଥର ପାଇଁ ୱିମ୍ବଲଡନ୍ ଟାଇଟଲ ହାସଲ କରିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି।

ସେରେନା ସେମିରେ ସାରାପୋଭାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ସେହିଭଳି ମୁଗୁରୁଜା ପୋଲାଣ୍ଡର ଅଗ୍ନିସ୍କା ରାଦୱାନସ୍କାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଏହା ସହିତ ୧୯୯୬ ପରେ ସେ ସ୍ପେନର ପ୍ରଥମ ମହିଳା ଭାବେ ୱିମ୍ବଲଡନର ଫାଇନାଲରେ ପ୍ରବେଶ କରିଥିଲେ।

Related story