ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ନୂଆଦିଲ୍ଲୀ: ୨୩ ଥର ଗ୍ରାଣ୍ଡ୍‌ ସ୍ଲାମ୍ ଚାମ୍ପିଅନ୍ ହୋଇଥିବା ସେରେନା ୱିଲିୟମ୍ସ ଗତକାଲି ୟୁଏସ୍ ଓପନ୍‌ ଫାଇନାଲ୍‌ରେ ଜାପାନର ନାଓମି ଓସାକାଙ୍କ ଠାରୁ ୨-୬, ୪-୬ ସେଟ୍‌ରେ ପରାଜିତ ହୋଇଥିଲେ। ଏହା ସହିତ ନାଓମି ଜାପାନର ପ୍ରଥମ ମହିଳା ଭାବେ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍‌ ହାସଲ କରିଥିଲେ।

ତେବେ ଗତକାଲି ମ୍ୟାଚ୍ ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଦ୍ୱିତୀୟ ସେଟ୍‌ରେ ନାଓମି ମ୍ୟାଚ୍ ଜିତିବା ପୂର୍ବରୁ ସେରେନା ଚେୟାର୍ ଅମ୍ପାୟାର୍ କାର୍‌ଲୋସ୍‌ ରାମୋସ୍‌ଙ୍କ ସହ ଯୁକ୍ତିତର୍କ କରିଥିଲେ।

ସେମାନଙ୍କ ମଧ୍ୟରେ କଥା କଟାକଟି ଶେଷ ବେଳକୁ ସେରେନା କାନ୍ଦି କାନ୍ଦି ତାଙ୍କୁ ‘ଚୋର’ ବୋଲି କହିଥିଲେ। ଏହା ସହିତ ସଂପୃକ୍ତ ଅଫିସିଆଲ୍‌ଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ।

ଏ ପ୍ରକାର ଅଣପେସାଦାର ବ୍ୟବହାର ପାଇଁ ଦ୍ୱିତୀୟ ସେଟ୍‌ରେ ସେରେନାଙ୍କ ଉପରେ ଗୋଟିଏ ପଏଣ୍ଟ ପେନାଲ୍‌ଟି ପଡ଼ିଥିଲା।

ଚେୟାର ଅମ୍ପାୟାରଙ୍କ ଉଦ୍ଦେଶ୍ୟରେ ସେରେନା କହିଥିଲେ,“ତୁମେ ମୁଁ ଖେଳୁଥିବା କୋର୍ଟରେ ଆଉ କେବେ ବି ବସିପାରିବ ନାହିଁ। ତୁମେ ଜଣେ ଠକ।’

ସେରେନା ଶେଷ ଥର ପାଇଁ ୨୦୧୪ ମସିହାରେ ୟୁଏସ୍ ଓପନ୍ ସିଙ୍ଗଲ୍ସ ଟାଇଟଲ୍ ଜିତିଥିଲେ। ସେ ୧୯୯୯, ୨୦୦୨, ୨୦୦୮, ୨୦୧୨ ଓ ୨୦୧୩ରେ ଏହି ଟାଇଟଲ୍ ଜିତିଥିଲେ।

ଦେଖନ୍ତୁ ଭିଡିଓ (ସୌଜନ୍ୟ- ଟ୍ୱିଟର୍)

Whoa. Serena Williams goes OFF on chair umpire.
"I have never cheated in my life...You own me an apology." #USOpen18 pic.twitter.com/IUPqCxp4Oh

— Chris Strider (@stridinstrider) September 8, 2018

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।