ୟୁଏସ ଓପନ୍: ଭେନସଙ୍କୁ ହରାଇ ସେମିରେ ସେରେନା

ନ୍ୟୁୟର୍କ: ବିଶ୍ୱର ଏକ ନମ୍ବର ସ୍ଥାନରେ ଥିବା ସେରେନା ୱିଲିୟମ୍ସ ତାଙ୍କ ବଡ ଭଉଣୀ ଭେନସଙ୍କୁ ହରାଇ ୟୁଏସ ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭେନସକୁ ସେରେନା ୬-୨, ୧-୬ ଓ ୬-୩ ସେଟରେ ପରାସ୍ତ କରିଛନ୍ତି। ଏହି ଚାମ୍ପିଅନସିପରେ ତିନିଥର ଡିଫେଣ୍ଡିଙ୍ଗ ଚମ୍ପିଆନ ରହିଥିବା ସେରେନା ୪୩ତମ ରାଙ୍କରେ ଥିବା ଇଟାଲିର ରୋବୋର୍ଟା ଭାନ୍ସିଙ୍କୁ ପଛରେ ପକାଇ ଦେଇଛନ୍ତି।

serena-venus-williams

serena-venus-williams

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 05:35 AM IST

Sports

Latest News

ନ୍ୟୁୟର୍କ: ବିଶ୍ୱର ଏକ ନମ୍ବର ସ୍ଥାନରେ ଥିବା ସେରେନା ୱିଲିୟମ୍ସ ତାଙ୍କ ବଡ ଭଉଣୀ ଭେନସଙ୍କୁ ହରାଇ ୟୁଏସ ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭେନସକୁ ସେରେନା ୬-୨, ୧-୬ ଓ ୬-୩ ସେଟରେ ପରାସ୍ତ କରିଛନ୍ତି। ଏହି ଚାମ୍ପିଅନସିପରେ ତିନିଥର ଡିଫେଣ୍ଡିଙ୍ଗ ଚମ୍ପିଆନ ରହିଥିବା ସେରେନା ୪୩ତମ ରାଙ୍କରେ ଥିବା ଇଟାଲିର ରୋବୋର୍ଟା ଭାନ୍ସିଙ୍କୁ ପଛରେ ପକାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos