ସାନିଆଙ୍କୁ ଭୁଲ୍ ମାଗିଲେ ପାକ୍‌ କ୍ରିକେଟର ଶାଦବ, କାରଣ ଜାଣିଲେ ହସିହସି ହେବେ ବେଦମ୍‌

ଇସ୍‌ଲାମାବାଦ୍‌: ସେଲିବ୍ରିଟିମାନଙ୍କ ପାଇଁ ଟୁଇଟର ଏବେ ଟାଇମ୍‌ପାସ୍‌ କରିବାକୁ ବେସ୍‌ ଖୋରାକ୍‌ ଯୋଗାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନି । କିଏ କେତେବେଳେ ଏଥିରେ କ’ଣ ପୋଷ୍ଟ୍ କରୁଛି ତାର କିଛି ଠିକ୍ ଠିକଣା ନାହିଁ। ପ୍ରେମ ନିବେଦନଠାରୁ ଆରମ୍ଭ କରି କଥା କଟାକଟି ଆଉ ଖୁସି ଗମାତ୍‌ କରିବାକୁ ଏହା ସେଲିବ୍ରିଟିମାନଙ୍କ ପାଇଁ ଏବେ ଏକ ଭଲ ମାଧ୍ୟମ ହୋଇଯାଇଛି। ଏମିତି ଏକ ଟୁଇଟର ବାର୍ତ୍ତକୁ ନେଇ ପାକିସ୍ତାନରେ ଏବେ ଭାରି ଚର୍ଚ୍ଚା । ପାକିସ୍ଥାନକୁ […]

sania

sania

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 01:23 PM IST

Sports

Latest News

ଇସ୍‌ଲାମାବାଦ୍‌: ସେଲିବ୍ରିଟିମାନଙ୍କ ପାଇଁ ଟୁଇଟର ଏବେ ଟାଇମ୍‌ପାସ୍‌ କରିବାକୁ ବେସ୍‌ ଖୋରାକ୍‌ ଯୋଗାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନି । କିଏ କେତେବେଳେ ଏଥିରେ କ’ଣ ପୋଷ୍ଟ୍ କରୁଛି ତାର କିଛି ଠିକ୍ ଠିକଣା ନାହିଁ। ପ୍ରେମ ନିବେଦନଠାରୁ ଆରମ୍ଭ କରି କଥା କଟାକଟି ଆଉ ଖୁସି ଗମାତ୍‌ କରିବାକୁ ଏହା ସେଲିବ୍ରିଟିମାନଙ୍କ ପାଇଁ ଏବେ ଏକ ଭଲ ମାଧ୍ୟମ ହୋଇଯାଇଛି। ଏମିତି ଏକ ଟୁଇଟର ବାର୍ତ୍ତକୁ ନେଇ ପାକିସ୍ତାନରେ ଏବେ ଭାରି ଚର୍ଚ୍ଚା । ପାକିସ୍ଥାନକୁ ବୋହୂ ହୋଇ ଯାଇଥିବା ଭାରତର ସୁନା ଝିଅ ସାନିଆଙ୍କୁ କୁଆଡ଼େ ଭୁଲ୍‌ ମାଗିଛନ୍ତି କ୍ରିକେଟର ଶାଦବ ଖାନ୍ । ତାଙ୍କ ଟୁଇଟ୍‌ରେ ଲେଖାଥିବା ପଦେ କଥା- ‘ସରି ଭାବି’କୁ ନେଇ ଏବେ ଭାରି ଚର୍ଚ୍ଚା। ଏଭଳି ଟୁଇଟ୍‌ର କାରଣ ଜାଣିଲେ ଆପଣ ବି ହସିହସି ବେଦମ୍ ହେବେ।

ଆହୁରି ମଧ୍ୟ ପଢନ୍ତୁ: ବାପା ଶ୍ରମିକ, ପୁଅ ଷ୍ଟାର କ୍ରିକେଟର୍‌: IPL ଦେଖିବାକୁ ଆସିଥିବା ଜଣେ ଦର୍ଶକର ପ୍ରେମରେ ପଡି ବିବାହ କରିଥିଲେ

କଥାଟି ହେଲା ଏମିତି। ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ସିରିଜ୍‌ରେ ଭଲ ପ୍ରଦର୍ଶନ ଲାଗି ସାନିଆଙ୍କ ସ୍ୱାମୀ ତଥା ପାକ୍‌ କ୍ରିକେଟର ସୋଏବ ମଲ୍ଲିକଙ୍କୁ ‘ମ୍ୟାନ୍ ଅଫ ଦ ମ୍ୟାଚ୍‌’ ଭାବେ ପୁରସ୍କୃତ କରାଯିବା ପରେ ଏକ ଷ୍ଟାଇଲିସ୍‌ ବାଇକ୍‌ ଉପହାର ସ୍ୱରୁପ ମିଳିଥିଲା। ଏ ସମ୍ପର୍କରେ ଜାଣିବା ପରେ ସାନିଆ ଏଥିରେ ବସି ବୁଲଯିବା ପାଇଁ ମଲ୍ଲିକଙ୍କୁ ଟୁଇଟ୍ କରିଥିଲେ। ଏହାର କିଛି ସମୟ ପରେ ଟୁଇଟର୍‌ରେ ଏକ ଫଟୋ ଭାଇରାଲ ହୋଇଥିଲା। ଏଥିରେ ମଲ୍ଲିକଙ୍କୁ ମିଳିଥିବା ଉକ୍ତ ବାଇକ୍‌ ପଛରେ ବସିଥିଲେ ଶାଦବ। ସାନିଆ ଉକ୍ତ ଫଟୋରେ ଆଉ ଏକ ଟୁଇଟ୍ କରି ନିଜ ସ୍ଥାନ ପୂରଣ ହୋଇଯାଇଥିବା ଲେଖି ସ୍ୱାମୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ। ଅବଶ୍ୟ କଥାଟା ସେ ମଜା ମଜାରେ ଲେଖିଥିଲେ। କିନ୍ତୁ ଶେଷରେ ଏହି ମଜାଦାର ଟୁଇଟ୍ ସଂଘର୍ଷରେ ବିରାମ ଲଗାଇବାକୁ ଯାଇ ଶାଦବଙ୍କୁ ‘ସରି ଭାବି’ ଲେ‌ଖି ଭୁଲ୍ ମାଗିବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story