ଭାରତୀୟ କ୍ରିକେଟରଙ୍କ ପତ୍ନୀଙ୍କ ଚିକିତ୍ସାରେ ଲକଡାଉନ୍ ବାଧକ

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ବିଶ୍ୱରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଭାରତରେ ମଧ୍ୟ ଏହି ଭାଇରସ୍ ଦିନକୁ ଦିନ ବ୍ୟାପୁଥିବାର ଦେଖି ଆଇସିଏମଆର୍ ଚିନ୍ତାରେ ପଡ଼ିଯାଇଛି। ଭାରତରେ ଏପର୍ଯ୍ୟନ୍ତ ୧୬ହଜାରରୁ ଊର୍ଦ୍ଧ୍ୱ ପଜିଟିଭ୍ କେସ୍ ସାମ୍ନାକୁ ଆସିସାରିଛି। ଏହି ମହାମାରୀ କାରଣରୁ ଭାରତରେ ଲକଡାଉନକୁ ମେ’ ୩ ତାରିଖ ଯାଏ ବଢ଼ାଇ ଦିଆଯାଇଛି। ଏହି ଲକଡାଉନ୍ ଦ୍ୱାରା ପ୍ରବାସୀ ଏବଂ ଦିନ ମଜୁରିଆଙ୍କୁ ବିଶେଷ ସଦସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟର୍ ଶାହାବାଜ […]

nadeem

nadeem

Ranjit Kumar Jena
  • Published: Sunday, 19 April 2020
  • Updated: 19 April 2020, 07:21 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ବିଶ୍ୱରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଭାରତରେ ମଧ୍ୟ ଏହି ଭାଇରସ୍ ଦିନକୁ ଦିନ ବ୍ୟାପୁଥିବାର ଦେଖି ଆଇସିଏମଆର୍ ଚିନ୍ତାରେ ପଡ଼ିଯାଇଛି। ଭାରତରେ ଏପର୍ଯ୍ୟନ୍ତ ୧୬ହଜାରରୁ ଊର୍ଦ୍ଧ୍ୱ ପଜିଟିଭ୍ କେସ୍ ସାମ୍ନାକୁ ଆସିସାରିଛି। ଏହି ମହାମାରୀ କାରଣରୁ ଭାରତରେ ଲକଡାଉନକୁ ମେ' ୩ ତାରିଖ ଯାଏ ବଢ଼ାଇ ଦିଆଯାଇଛି। ଏହି ଲକଡାଉନ୍ ଦ୍ୱାରା ପ୍ରବାସୀ ଏବଂ ଦିନ ମଜୁରିଆଙ୍କୁ ବିଶେଷ ସଦସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟର୍ ଶାହାବାଜ ନଦୀମ ଲକଡାଉନ୍ ଯୋଗୁ ନିଜ ଧାନବାଦରେ ନିଜ ଶ୍ୱଶୁର ଘରେ ଫସି ରହିଛନ୍ତି।

ଏହି ବାମହାତୀ ସ୍ପିନର୍ ନଦୀମ ଧାନବାଦରେ ଗରିବ ଏବଂ ଅସହାୟଙ୍କୁ ସହାୟତା କରୁଛନ୍ତି। ଏଭଳି ସଙ୍କଟଜନକ ସମୟରେ ନଦୀମ ନିକଟସ୍ଥ ଏକ ସ୍ଲମ୍ ଏରିଆରେ ୩୫୦ରୁ ଅଧିକ ପରିବାରକୁ ଭୋଜନ ବିତରଣ କରୁଛନ୍ତି । ସେ ଅସହାୟଙ୍କୁ ତ ସହାୟତା କରୁଛନ୍ତି, କିନ୍ତୁ ଗୋଟିଏ କଥା ତାଙ୍କୁ ଚିନ୍ତାରେ ପକାଇଛି। ନଦୀମଙ୍କୁ ନିଜ ପତ୍ନୀଙ୍କର କିଛି ପରୀକ୍ଷା କରାଇବା ପାଇଁ କୋଲକାତା ଯିବାର ଥିଲା। ତାଙ୍କ ପତ୍ନୀ ଗତ ୪-୫ ମାସ ହେବ ଫ୍ୟାଟ୍ ଲିଭରର ଚିକିତ୍ସା କରାଉଛନ୍ତି। ଏଭଳି ସମୟରେ ନଦୀମଙ୍କୁ ନିଜ ପତ୍ନୀଙ୍କ ପାଖରେ ରହିବାର ଥିଲା, କିନ୍ତୁ ସେ ସେଠାରେ (କୋଲକାତା) ପହଞ୍ଚି ପାରୁନାହାନ୍ତି।

ନଦୀମ କହିଛନ୍ତି, "ମୋ ପତ୍ନୀଙ୍କର ଏମଆରଆଇ ସମେତ ଆଉ କିଛି ଟେଷ୍ଟ ହେବାକୁ ଅଛି। ମୁଁ ଧାନବାଦରେ କିଛି ହସ୍ପିଟାଲରେ ଏ ନେଇ ପଚରାଉଚୁରା କରିଥିଲି ଏବଂ କିଛି ଲୋକଙ୍କୁ ସହାୟତା ମାଗିଲି। ବେଙ୍ଗଲ ସରକାରଙ୍କଠାରୁ ମଧ୍ୟ ସହାୟତା ପାଇଁ ଅପିଲ୍ କରିଥିଲି, କିନ୍ତୁ କେଉଁଠାରୁ ବି ମୋତେ ସହାୟତା ମିଳିଲା ନାହିଁ।" ଧାନବାଦ ଜିଲ୍ଲା ପ୍ରଶାସନଠାରୁ ଅନୁମତି ମିଳିବା ପରେ ଦିନେ ଦୁଇଦିନ ତଳେ ନଦୀମ କୋଲକାତା ଯିବା ପାଇଁ ବାହାରି ଯାଇଥିଲେ, କିନ୍ତୁ ଝାରଖଣ୍ଡ-ପଶ୍ଚିମବଙ୍ଗ ବର୍ଡରରେ ତାଙ୍କୁ ରୋକାଯାଇଥିଲା।

ଧାନବାଦ କ୍ରିକେଟ୍ ଆସୋସିଏସନର ପୂର୍ବତନ ସମ୍ପାଦକ ଏବଂ ନଦୀମଙ୍କ ପିଲାଦିନର କୋଚ୍ ଏସଏ ରେହମାନ୍ କହିଛନ୍ତି, ନଦୀମଙ୍କୁ ବେଙ୍ଗଲରେ ପ୍ରବେଶ କରିବାକୁ ଅନୁମତି ମିଳିଲା ନାହିଁ। ନଦୀମ ପୁଲିସକର୍ମୀଙ୍କୁ କହିଥିଲେ ଯେ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। କିନ୍ତୁ କେହିବି ତାଙ୍କ କଥା ଉପରେ ଭରସା କଲେ ନାହିଁ। ଏହା ପରେ ନଦୀମ ପୁଣିଥରେ ଧାନବାଦ ଫେରିଆସିଥିଲେ।
ତେବେ ଏହା କେବଳ ନଦୀମଙ୍କ ସମସ୍ୟା ନୁହେଁ। ଭାରତରେ ଏମିତି ଅନେକ ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ତ୍ତମାନ ସାରା ଭାରତରେ ଲକଡାଉନ୍ ଚାଲିଥିବାରୁ ସବୁ ରାଜ୍ୟର ସୀମାକୁ ସିଲ୍ କରିଦିଆଛି। ଏହାର ଅର୍ଥ ଯିଏ ଯେଉଁ ରାଜ୍ୟରେ ଅଛନ୍ତି, ସେମାନେ ଅନ୍ୟ ରାଜ୍ୟକୁ ଯାଇପାରିବେ ନାହିଁ । ଅନ୍ୟ ରାଜ୍ୟକୁ ଯିବା ପାଇଁ ମଧ୍ୟ କାହାରିକୁ ଅନୁମତି ମିଳୁନାହିଁ। ତେଣୁ ନଦୀମଙ୍କ ପାଇଁ ଏହା ଅଧିକ ଚିନ୍ତାର କାରଣ ହୋଇଛି।

ସୂଚନାଯୋଗ୍ୟ, ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ଲକ୍ଷରୁ ଅଧିକ ହୋଇସାରିଛି। ଏପରିକି ଦୁନିଆରେ ଏପର୍ଯ୍ୟନ୍ତ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଏହି ମହାମାରୀରେ ପ୍ରାଣତ୍ୟାଗ କରିଛନ୍ତି । ସେହିପରି ସାରା ବିଶ୍ୱରେ ଏପର୍ଯ୍ୟନ୍ତ ସାଢ଼େ ପାଞ୍ଚ ଲକ୍ଷରର ଅଧିକ ଲୋକେ କରୋନାରେ ସୁସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story