ପୁଣି ବିପଦରେ ଭାରତ-ବାଂଲା ସିରିଜ, ସାକିବଙ୍କ ଉପରେ ଲାଗିପାରେ ଜୋରିମାନା

ଢାକା: ଆସନ୍ତାକ ୩ ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ୍‌କୁ ନେଇ ଅନିଶ୍ଚିତତା ଲାଗି ରହିଛି। ପ୍ରଥମେ ବାଂଲାଦେଶ କ୍ରିକେଟରଙ୍କ ହରତାଳ ପରେ ଏବେ ଦଳର ଅଧିନାୟକ ସାକିବ-ଅଲ-ହାସନ ଅଡ଼ୁଆରେ ପଡ଼ିଛନ୍ତି। ସେ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଦ୍ୱାରା ପ୍ରଣୟନ ହୋଇଥିବା ସବୁ ନିୟମକୁ ଉଲ୍ଲଙ୍ଘନ କରି ଘରୋଇ ଟେଲିକମ କମ୍ପାନୀ ସହ ଡିଲ୍‌ କରିଛନ୍ତି। ଏଥିପାଇଁ ତାଙ୍କୁ ବୋର୍ଡ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଦରକାର […]

ce

ce

Hemant Lenka
  • Published: Saturday, 26 October 2019
  • Updated: 26 October 2019, 04:48 PM IST

Sports

Latest News

ଢାକା: ଆସନ୍ତାକ ୩ ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ୍‌କୁ ନେଇ ଅନିଶ୍ଚିତତା ଲାଗି ରହିଛି। ପ୍ରଥମେ ବାଂଲାଦେଶ କ୍ରିକେଟରଙ୍କ ହରତାଳ ପରେ ଏବେ ଦଳର ଅଧିନାୟକ ସାକିବ-ଅଲ-ହାସନ ଅଡ଼ୁଆରେ ପଡ଼ିଛନ୍ତି।

ସେ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଦ୍ୱାରା ପ୍ରଣୟନ ହୋଇଥିବା ସବୁ ନିୟମକୁ ଉଲ୍ଲଙ୍ଘନ କରି ଘରୋଇ ଟେଲିକମ କମ୍ପାନୀ ସହ ଡିଲ୍‌ କରିଛନ୍ତି। ଏଥିପାଇଁ ତାଙ୍କୁ ବୋର୍ଡ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଦରକାର ପଡ଼ିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜୋରିମାନା ମଧ୍ୟ ଲାଗୁ କରାଯିବ। ଯଦି ବୋର୍ଡ ସାକିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଏ, ତା’ହେଲେ ସେ ଭାରତ ଗସ୍ତରେ ଆସି ନ ପାରନ୍ତି। ସେହିପରି ଦଳ ଅଧିନାୟକଙ୍କ ସମର୍ଥନରେ ଅନ୍ୟ ଖେଳାଳିମାନେ ମଧ୍ୟ ବୋର୍ଡ ବିରୋଧରେ ପ୍ରତିବାଦ କରିବାର ଆଶଙ୍କା ମଧ୍ୟ ରହିଛି।

ଅକ୍ଟୋବର ୨୨ରେ ସାକିବ ସ୍ଥାନୀୟ ଟେଲିକମ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ହେବାକୁ ଚୁକ୍ତି କରିଛନ୍ତି। ଏହାର ଦିନକ ପୂର୍ବରୁ ୧୧ ଦଫା ଦାବି ନେଇ ବାଂଲା କ୍ରିକେଟରମାନେ ହରତାଳ ଡାକରା ଦେଇଥିଲେ। ଏହାର ନେତୃତ୍ୱ ମଧ୍ୟ ସାକିବ ହିଁ ନେଇଥିଲେ। ତେବେ ଏହା ୨୩ ତାରିଖରେ ଶେଷ ହୋଇଛି।

ବିସିବିର ନିୟମ ଅନୁଯାୟୀ, ଜାତୀୟ କଣ୍ଟ୍ରାକ୍ଟରେ ଥିବା କୌଣସି ଖେଳାଳି ଟେଲିକମ କମ୍ପାନୀ ସହ ଚୁକ୍ତି କରିପାରିବେ ନାହିଁ। ତଥାପି ସାକିବ ଏହି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି।

ବିସିବି ସଭାପତି ନଜମୁଲ ହାସନ କହିଛନ୍ତି, “ଯଦି ସାକିବ ସନ୍ତୋଷ ଜନକ ଉତ୍ତର ଦେଇ ପାରିବେ ନାହିଁ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୋର୍ଡ ସହ କଣ୍ଟ୍ରାକ୍ଟ କଲା ବେଳେ ପ୍ରତି ଖେଳାଳିଙ୍କୁ କୌଣସି ଟେଲିକମ୍‌ କମ୍ପାନୀ ସହ ଡିଲ୍‌ ନକରିବାକୁ କୁହାଯାଇଛି। କିନ୍ତୁ ସାକିବ ଏହାକୁ ଉଲ୍ଲଙ୍ଘନ କରିଛନ୍ତି।

ଆମେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରିବୁ। ଆମେ ଏଭଳି ଭୁଲ ପାଇଁ କାହାକୁ ବି ଛାଡ଼ିବୁ ନାହିଁ। ଆମେ କ୍ଷତିପୂରଣ ଦାବି କରିବୁ। ଖେଳାଳି ଓ କମ୍ପାନୀ ଉଭୟ କ୍ଷତିପୂରଣ ଦେବେ।”

ଅନ୍ୟପକ୍ଷରେ ଭାରତ ବିପକ୍ଷରେ ଟି-୨୦ ପୂର୍ବରୁ ବାଂଲାଦେଶ ଟିମ୍‌ ଶେର-ଇ-ବାଂଲା ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଅଭ୍ୟାସ କରୁଛି। ହେଲେ ସାକିବ ଏଠାକୁ ଅଭ୍ୟାସ କରିବାକୁ ଆସି ନାହାନ୍ତି। ତେଣୁ ସେ ଭାରତ ବିପକ୍ଷରେ ଖେଳିବେ କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇପାରୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story