ଭାରତୀୟ ଝିଅକୁ ବାହା ହେବେ ଏହି ପାକିସ୍ତାନୀ ଷ୍ଟାର୍ କ୍ରିକେଟର୍

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ପରେ ଏବେ ଦେଶର ଆଉ ଜଣେ ଝିଅ ପାକିସ୍ତାନୀ କ୍ରିକେଟରଙ୍କ ପତ୍ନୀ ହେବାକୁ ଯାଉଛନ୍ତି। ହରିୟାଣାର ନୁହରେ ରହୁଥିବା ଶାମିଆ ଆରଜୁ ପାକିସ୍ତାନ ପେସ୍ ବୋଲର ହାସନ୍ ଅଲୀଙ୍କ ସହ ବିବାହ କରିବେ। ବିବାହ ଆସନ୍ତା ମାସ ଅର୍ଥାତ୍ ଅଗଷ୍ଟ ୨୦ ତାରିଖରେ ହେବ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ଶାମିଆ ଏୟାର୍ ଏମିଟ୍ସେରେ ଫ୍ଲାଇଟ୍ ଇଞ୍ଜିନିୟର୍ ଅଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଜନ୍ମିତ ହାସନ୍ […]

Hasan-Ali

Hasan-Ali

Ranjit Kumar Jena
  • Published: Tuesday, 30 July 2019
  • Updated: 30 July 2019, 05:17 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ପରେ ଏବେ ଦେଶର ଆଉ ଜଣେ ଝିଅ ପାକିସ୍ତାନୀ କ୍ରିକେଟରଙ୍କ ପତ୍ନୀ ହେବାକୁ ଯାଉଛନ୍ତି। ହରିୟାଣାର ନୁହରେ ରହୁଥିବା ଶାମିଆ ଆରଜୁ ପାକିସ୍ତାନ ପେସ୍ ବୋଲର ହାସନ୍ ଅଲୀଙ୍କ ସହ ବିବାହ କରିବେ। ବିବାହ ଆସନ୍ତା ମାସ ଅର୍ଥାତ୍ ଅଗଷ୍ଟ ୨୦ ତାରିଖରେ ହେବ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ଶାମିଆ ଏୟାର୍ ଏମିଟ୍ସେରେ ଫ୍ଲାଇଟ୍ ଇଞ୍ଜିନିୟର୍ ଅଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଜନ୍ମିତ ହାସନ୍ ଅଲୀ ଏବଂ ଶାମିୟାଙ୍କ ବିବାହ ଦୁବାଇର ଆଟଲାଣ୍ଟିସ୍ ପାମ ଜୁବେରା ହୋଟେଲରେ ହେବ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଶାମିଆଙ୍କ ପରିବାରର ପ୍ରାୟ ୧୦ ସଦସ୍ୟ ଅଗଷ୍ଟ ୧୭ ତାରିଖରେ ଦୁବାଇ ଯିବେ। ତାଙ୍କ ପିତା ପୂର୍ବତନ ବିଡିପିଓ ଲିୟାକତ୍ ଅଲୀ କହିଛନ୍ତି, ଝିଅର ବିବାହ କରିବି, ତେଣିକି ତାହା ଭାରତ ହେଉ କିମ୍ବା ପାକିସ୍ତାନ। ଏଥିରେ କୌଣସି ଫରକ ପଡ଼େନି। ବିଭାଜନ ସମୟରେ ମୋର ଅନେକ ସମ୍ପର୍କୀୟ ପାକିସ୍ତାନ ଚାଲିଯାଇଥିଲେ, ଯେଉଁମାନଙ୍କ ସହ ଆଜି ବି ସମ୍ପର୍କ ଅଛି।

ଶାମିଆଙ୍କ ବିବାହ ପ୍ରସ୍ତାବ ତାଙ୍କ ଅଣଜେଜେବାପାଙ୍କ ଜରିଆରେ ହୋଇଛି। ଲିୟାକତ୍ କହିଛନ୍ତି, ପାକିସ୍ତାନର ପୂର୍ବତନ ସାଂସଦ ଏବଂ ପାକିସ୍ତାନର ରେଲୱେ ବୋର୍ଡ ଚେୟାରମ୍ୟାନ୍ ରହିଥିବା ସର୍ଦ୍ଦାର ତୁଫେଲ୍ ଏବଂ ତାଙ୍କ ଜେଜେ ଭାଇ ଭାଇ ଥିଲେ। ବିଭାଜନ ପରେ ତାଙ୍କ ଜେଜେ ଭାରତରେ ରହିଥିଲେ ଏବଂ ତାଙ୍କ ପାଇଁ ପାକିସ୍ତାନ ଚାଲିଯାଇଥିଲେ। ଶାମିଆ ହ୍ୟୁମାନ୍ କମ୍ପୋଜିସନ୍ ୟୁନିଭର୍ସିଟିରେ ଅଧ୍ୟୟନ କରିଛନ୍ତି, ଯେଉଁଠାରେ ସେ ଏରୋନଟିକାଲ୍ ଇଞ୍ଜିନିୟରିଂରେ ବି-ଟେକ୍ କରିଛନ୍ତି। ପ୍ରଥମେ ସେ ଜେଟ୍ ଏୟାରୱେଜରେ ଥିଲେ। କିନ୍ତୁ ଗତ ତିନିବର୍ଷ ହେବ ସେ ଏୟାର୍ ଏମିରେଟ୍ସରେ କାମ କରୁଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ କ୍ରିକେଟ୍ ଟିମ୍ ଅଲରାଉଣ୍ଡର ସୋଏବ ମଲିକଙ୍କ ବିବାହ ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କ ସହ ହୋଇଛି। ସେହିପରି ବିଗତ ଦିନର ମହାନ ବ୍ୟାଟ୍ସମ୍ୟାନ୍ ମଧ୍ୟରେ ପରିଚିତ ମୋହସିନ୍ ଖାନ୍ ଭାରତୀୟ ଅଭିନେତ୍ରୀ ରୀନା ରୟଙ୍କୁ ବିବାହ କରିଥିଲେ। କିନ୍ତୁ ପରେ ଦୁହିଁଙ୍କର ବିଚ୍ଛେଦ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story