ୱାଟସନ୍‌ଙ୍କ ଶତକ, ହାଇଦ୍ରାବାଦ୍‌ ବୋଲରଙ୍କ ନିଦ ହଜିଗଲା

ମୁମ୍ବାଇ: ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ବୋଲରଙ୍କୁ ଧୁଲେଇ କରି ମ୍ୟାଚ୍‌ ଛଡାଇ ନେଇଛନ୍ତି ଚେନ୍ନାଇ ସୁପର କିଙ୍ଗସ୍‌ର ଓପନର ସେନ୍‌ ୱାଟସନ୍‌। ମାତ୍ର ୫୧ ବଲ୍‌ର ସମ୍ମୁଖୀନ ହୋଇ ସେ ୮ଟି ଲେଖାଏଁ ଛକା ଓ ଚୌକାରେ ଶତକ ପୂରଣ କରିଛନ୍ତି। ୧୭୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଚେନ୍ନାଇ। ୧୬ ରନ୍‌ରେ ଦଳ ପ୍ରଥମ ୱିକେଟ୍‌ ହରାଇ ଥିଲା। ଲାଗୁଥିଲା ହାଇଦ୍ରାବାଦ୍‌ ବୋଲରଙ୍କ ଜାଦୁ ଦେଖିବାକୁ ମିଳିବ। ହେଲେ ୱାଟ୍‌ସନ୍‌ […]

Shane Watson

Shane Watson

Rakesh Mallick
  • Published: Sunday, 27 May 2018
  • Updated: 27 May 2018, 10:50 PM IST

Sports

Latest News

ମୁମ୍ବାଇ: ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ବୋଲରଙ୍କୁ ଧୁଲେଇ କରି ମ୍ୟାଚ୍‌ ଛଡାଇ ନେଇଛନ୍ତି ଚେନ୍ନାଇ ସୁପର କିଙ୍ଗସ୍‌ର ଓପନର ସେନ୍‌ ୱାଟସନ୍‌। ମାତ୍ର ୫୧ ବଲ୍‌ର ସମ୍ମୁଖୀନ ହୋଇ ସେ ୮ଟି ଲେଖାଏଁ ଛକା ଓ ଚୌକାରେ ଶତକ ପୂରଣ କରିଛନ୍ତି।

୧୭୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଚେନ୍ନାଇ। ୧୬ ରନ୍‌ରେ ଦଳ ପ୍ରଥମ ୱିକେଟ୍‌ ହରାଇ ଥିଲା। ଲାଗୁଥିଲା ହାଇଦ୍ରାବାଦ୍‌ ବୋଲରଙ୍କ ଜାଦୁ ଦେଖିବାକୁ ମିଳିବ। ହେଲେ ୱାଟ୍‌ସନ୍‌ ହାଇଦ୍ରାବାଦ୍‌ର ସବୁ ଆଶାରେ ପାଣି ମିଶାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story