ଶାହରୁଖ ଖାନଙ୍କୁ ଇଡିଙ୍କ ନୋଟିସ୍

ମୁମ୍ବାଇ: କୋଲକାତା ନାଇର୍ଟ ରାଇଡର୍ସର ମାଲିକ ଶାହରୁଖ ଖାନଙ୍କୁ ନୋଟିସର ଜାରି କରିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। କୋଲାକାତା ନାଇଟ୍ ରାଇଡର୍ସର ସେୟାର ବିକ୍ରି ଘଟଣାରେ ଇଡି ତାଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ସେୟାର ବିକ୍ରି ବେଳେ ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଚଳିତ ମାସ ଶେଷ ସୁଦ୍ଧା ଇଡିଙ୍କ ନିକଟରେ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

srk

Rakesh Mallick
  • Published: Wednesday, 13 May 2015
  • , Updated: 13 May 2015, 04:37 AM IST

Related story