ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମକୁ ସାଲ୍ୟୁଟ୍ କଲେ କଟ୍ଟରେଲ୍

ଜାମାଇକା: ୱେଷ୍ଟଇଣ୍ଡିଜ୍ ପେସ୍ ବୋଲର ଶେଲଡନ୍ କଟ୍ଟରେଲ୍ ଡିଫେଣ୍ଡିଂ ୱାର୍ଲ୍ଡ ଚାମ୍ପିୟନ୍ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମ୍ ସହ ଏକ ସେନା ଶିବିରରେ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ଭାରତୀୟ ଦୃଷ୍ଟିହୀନ ଟିମକୁ ଭୂୟସୀ ପ୍ରଶଂସା କରିଛନ୍ତି। ଭାରତୀୟ ଦୃଷ୍ଟିହୀନ ଟିମର ଏହା ପ୍ରଥମ ଜାମାଇକା ଗସ୍ତ। ଏହି ଗସ୍ତରେ ଭାରତ ତିନୋଟି ଦିନିକିଆ ଓ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବ। The Indian Blind Cricket team have made an historic visit […]

india-blind-team

india-blind-team

Ranjit Kumar Jena
  • Published: Wednesday, 24 July 2019
  • Updated: 24 July 2019, 09:57 PM IST

ଜାମାଇକା: ୱେଷ୍ଟଇଣ୍ଡିଜ୍ ପେସ୍ ବୋଲର ଶେଲଡନ୍ କଟ୍ଟରେଲ୍ ଡିଫେଣ୍ଡିଂ ୱାର୍ଲ୍ଡ ଚାମ୍ପିୟନ୍ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମ୍ ସହ ଏକ ସେନା ଶିବିରରେ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ଭାରତୀୟ ଦୃଷ୍ଟିହୀନ ଟିମକୁ ଭୂୟସୀ ପ୍ରଶଂସା କରିଛନ୍ତି। ଭାରତୀୟ ଦୃଷ୍ଟିହୀନ ଟିମର ଏହା ପ୍ରଥମ ଜାମାଇକା ଗସ୍ତ। ଏହି ଗସ୍ତରେ ଭାରତ ତିନୋଟି ଦିନିକିଆ ଓ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବ।

କଟ୍ଟରେଲ୍ ଭାରତୀୟ ଦୃଷ୍ଟିହୀନ ଖେଳାଳିଙ୍କ ସହ ଏକ ଫଟୋ ପୋଷ୍ଟ କରି ନିଜର ଚିରାଚରିତ ସେଲିବ୍ରେସନ୍ ଷ୍ଟାଇଲରେ ସାଲ୍ୟୁଟ୍ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମର ଐତିହାସିକ ଜାମାଇକା ଗସ୍ତରେ ଅଛନ୍ତି। ମୁଁ ସେନା ଶିବିରରେ ସେମାନଙ୍କ ସହ ସାକ୍ଷାତ କରିଛି। ଏହି ଖେଳାଳି ଏବଂ ସେମାନଙ୍କର ଉପଲବ୍ଧି ପାଇଁ ମୁଁ ସାଲ୍ୟୁଟ୍ ଜଣାଉଛି।

ସୂଚନାଯୋଗ୍ୟ, ଜାମାଇକା ଗସ୍ତରେ ଭାରତୀୟ ଟିମ୍ ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହୋଇ ସିରିଜ୍ ଆଗୁଆ ଜିତି ନେଇଛି। ଭାରତୀୟ ଦଳରେ ଦୁଇଜଣ ଓଡ଼ିଶା ଖେଳାଳି ଅଛନ୍ତି। ସେମାନେ ହେଲେ ମହମ୍ମଦ ଜାଫର ଇକବାଲ୍ ଓ ପଙ୍କଜ ଭୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story