ଅଶ୍ୱିନ୍‌ଙ୍କ ଚେତାବନୀକୁ ଏମିତି ଜବାବ ଦେଲେ ଧୱନ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଇପିଏଲରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦ୍ୱାରା ଜୋସ ବଟଲରଙ୍କୁ କରାଯାଇଥିବା ‘ମାଙ୍କଡ୍’ ଆଉଟ୍ ପରେ ଏବେ ସାରା ବିଶ୍ୱର ବ୍ୟାଟ୍ସମ୍ୟାନଙ୍କ ମନରେ ଏକ ଭୟ ଉଜାଗର ହୋଇଛି। ଏହି କାରଣରୁ ଅଶ୍ୱିନଙ୍କ ବୋଲିଂ ସମୟରେ ନନଷ୍ଟ୍ରାଇକର୍ ଏଣ୍ଡରେ ଛିଡ଼ା ହୋଇଥିବା କୌଣସି ବ୍ୟାଟ୍ସମ୍ୟାନ୍ ଆଗୁଆ କ୍ରିଜ୍ ଛାଡ଼ି ରନ୍ ନେବାକୁ ସାହସ କରୁନାହାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଥିଲା। ଦିଲ୍ଲୀ ଇନିଂସର ୧୩ତମ […]

dh

dh

Ranjit Kumar Jena
  • Published: Sunday, 21 April 2019
  • Updated: 21 April 2019, 01:38 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦ୍ୱାରା ଜୋସ ବଟଲରଙ୍କୁ କରାଯାଇଥିବା 'ମାଙ୍କଡ୍' ଆଉଟ୍ ପରେ ଏବେ ସାରା ବିଶ୍ୱର ବ୍ୟାଟ୍ସମ୍ୟାନଙ୍କ ମନରେ ଏକ ଭୟ ଉଜାଗର ହୋଇଛି।

ଏହି କାରଣରୁ ଅଶ୍ୱିନଙ୍କ ବୋଲିଂ ସମୟରେ ନନଷ୍ଟ୍ରାଇକର୍ ଏଣ୍ଡରେ ଛିଡ଼ା ହୋଇଥିବା କୌଣସି ବ୍ୟାଟ୍ସମ୍ୟାନ୍ ଆଗୁଆ କ୍ରିଜ୍ ଛାଡ଼ି ରନ୍ ନେବାକୁ ସାହସ କରୁନାହାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଥିଲା।

ଦିଲ୍ଲୀ ଇନିଂସର ୧୩ତମ ଓଭରରେ ପଞ୍ଜାବ ଅଧିନାୟକ ଅଶ୍ୱିନ୍ ଷ୍ଟାର ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କୁ 'ମାଙ୍କଡ୍' ଆଉଟ୍ କରିବା ପାଇଁ ଚେତାବନୀ ଦେଇଥିଲେ। ତେବେ ନନଷ୍ଟ୍ରାଇକର ଏଣ୍ଡରେ ଛିଡ଼ା ହୋଇଥିବା ଧୱନ କ୍ରିଜ ନିକଟରେ ଥିଲେ ଏବଂ ବ୍ୟାଟ୍ ଭିତରେ ରଖିଥିଲେ। ଏହା ପରେ ସେ ବସିକି କିଛି ମୁଭମେଣ୍ଟ୍ ଦେଖାଇଥିଲେ।

ଅଶ୍ୱିନ୍ ପରବର୍ତ୍ତୀ ବଲ୍ ପକାଇବା ପାଇଁ ପୁଣିଥରେ ରନ୍-ଅପକୁ ଯାଇଥିଲେ। ତା'ପରେ ଅଶ୍ୱିନ୍ ବୋଲିଂ କରିବାକୁ ଆସିଲା ବେଳେ ଧୱନ୍ ଡ୍ୟାନ୍ସ କରିବାରେ ଲାଗିଥିଲେ। ଏହି ମୁହୂର୍ତ୍ତର ଦୃଶ୍ୟ ସ୍କ୍ରିନରେ ଦେଖିବା ପରେ ଲୋକେ ନିଜ ହସକୁ ରୋକିପାରି ନଥିଲେ। ଧୱନଙ୍କ ଏହି ଜବାବରେ ଦିଲ୍ଲୀ ଦର୍ଶକ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୫ ତାରିଖରେ ଖେଳାଯାଇଥିବା ମ୍ୟାଚରେ ଅଶ୍ୱିନ୍ ରାଜସ୍ଥାନ ରୟାଲ୍ସ ଦଳର ବଟଲରଙ୍କୁ 'ମାଙ୍କଡ୍' ଆଉଟ୍ କରିଥିଲେ। କିନ୍ତୁ ଆଉଟ୍ କରିବା ପୂର୍ବରୁ ଅଶ୍ୱିନ୍ ବଟଲରଙ୍କୁ ଚେତବନୀ ଦେଇନଥିଲେ। ଏହି କାରଣରୁ ଅଶ୍ୱିନଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।

ଦେଖନ୍ତୁ ଭିଡିଓ

https://twitter.com/IPL/status/1119659362010533890

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story