ୱେଷ୍ଟଇଣ୍ଡିଜରେ ମସ୍ତି କରୁଛନ୍ତି ଟିମ୍ ଇଣ୍ଡିଆ ଖେଳାଳି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ସମ୍ପ୍ରତ୍ତି ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି। ଏହି ଗସ୍ତରେ ଭାରତୀୟ ଖେଳାଳିମାନେ କେବଳ ମଇଦାନରେ ନୁହେଁ ବରଂ ମଇଦାନରେ ଦମ୍ ଦେଖାଉଛନ୍ତି। ବିଶେଷ କଥା ହେଉଛି ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ ମଧ୍ୟ ସେମାନଙ୍କୁ ଭରପୂର ସାଥ୍ ଦେଉଛନ୍ତି। ଟିମ୍ ଇଣ୍ଡିଆ ଖେଳାଳି ଶିଖର ଧୱନ୍ ଓ ଶ୍ରେୟର୍ ଆୟର୍ ମସ୍ତି କରୁଥିବାର ଭିଡିଓ ନିଜ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିରେ ଦୁହିଁଙ୍କୁ ପାଣିକୁ ଡେଉଁଥିବାର ଦେଖିବାକୁ ମିଳିଛି। […]

dhawan

dhawan

Ranjit Kumar Jena
  • Published: Tuesday, 13 August 2019
  • Updated: 13 August 2019, 04:35 PM IST

Sports

Latest News

ନୂଆଦିଲ୍ଲୀ: ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ସମ୍ପ୍ରତ୍ତି ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି। ଏହି ଗସ୍ତରେ ଭାରତୀୟ ଖେଳାଳିମାନେ କେବଳ ମଇଦାନରେ ନୁହେଁ ବରଂ ମଇଦାନରେ ଦମ୍ ଦେଖାଉଛନ୍ତି। ବିଶେଷ କଥା ହେଉଛି ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ ମଧ୍ୟ ସେମାନଙ୍କୁ ଭରପୂର ସାଥ୍ ଦେଉଛନ୍ତି।

ଟିମ୍ ଇଣ୍ଡିଆ ଖେଳାଳି ଶିଖର ଧୱନ୍ ଓ ଶ୍ରେୟର୍ ଆୟର୍ ମସ୍ତି କରୁଥିବାର ଭିଡିଓ ନିଜ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିରେ ଦୁହିଁଙ୍କୁ ପାଣିକୁ ଡେଉଁଥିବାର ଦେଖିବାକୁ ମିଳିଛି। ପୋଷ୍ଟ କରାଯାଇଥିବା ଭିଡିଓରେ ୱେଷ୍ଟଇଣ୍ଡିଜର ନିକୋଲାସ ପୁରନ୍ ଏବଂ କାଇରନ୍ ପୋଲାର୍ଡଙ୍କ ଭଳି ଖେଳାଳି ମଧ୍ୟ ଭାରତୀୟଙ୍କ ସହ ଅଛନ୍ତି।

View this post on Instagram

Open water, the greenery and fresh air = bliss. 😄

A post shared by Shikhar Dhawan (@shikhardofficial) on

ଦ୍ୱିତୀୟ ଦିନିକିଆରେ ଅର୍ଦ୍ଧଶତକ ମାରିଥିବା ଆୟର୍ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି, ସେଥିରେ ଆୟର୍ ଦଉଡ଼ି ସହାୟତାରେ ପାଣିକୁ ଡିଆଁ ମାରୁଛନ୍ତି। ଶିଖର ଧୱନ୍ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି, ସେଥିରେ ଧୱନଙ୍କ ସହ ରିଷଭ ପନ୍ତ ଏବଂ ଅନ୍ୟ ଖେଳାଳିମାନଙ୍କୁ ପାଣିକୁ ଡିଆଁ ମାରୁଥିବାରୁ ଦେଖିବାକୁ ମିଳିଛି।

View this post on Instagram

You can’t tell me I ain’t fly!

A post shared by Shreyas Iyer (@shreyas41) on

ଧୱନ ମଧ୍ୟ ଆୟରଙ୍କ ଭଳି ଦଉଡ଼ି ଦ୍ୱାରା ପାଣିକୁ ଡିଆଁ ମାରିଥିଲେ। ଏହାଛଡ଼ା ତାଙ୍କୁ ମୟଙ୍କ ଅଗ୍ରୱାଲଙ୍କ ସହ ଡଙ୍ଗାରୁ ନଦୀ ଭିତରକୁ ଡିଆଁ ମାରିବା ସହ ପହଁରି ପହଁରି କୂଳ ପାଖକୁ ଯାଉଥିବାର ଦେଖିବାକୁ ମିଳିଛି। ଧୱନଙ୍କ ସହ ନଭଦୀପ ସାଇନି, ଖଲୀଲ ଅହମ୍ମଦ ଏବଂ ଋଦ୍ଧିମାନ ସାହା ମଧ୍ୟ ଅଛନ୍ତି।

ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତୀୟ କ୍ରିକେଟ୍ ଟିମ୍ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ଏକତରଫା ଭାବେ କ୍ଲିନସୁଇପ୍ କରିସାରିଛି। ଦୁଇ ଦେଶ ମଧ୍ୟ ବର୍ତ୍ତମାନ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାରି ରହିଛି। ପ୍ରଥମ ଦିନିକିଆ ବର୍ଷା ଧୋଇ ଦେବା ପରେ ଦ୍ୱିତୀୟ ଦିନିକିଆକୁ ଭାରତ ଡିଏଲ୍ ପଦ୍ଧତିରେ ୱେଷ୍ଟଇଣ୍ଡିଜକୁ ୫୯ ରନରେ ପରାସ୍ତ କରିଥିଲା। ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ବୁଧବାର ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story