ସଚିନଙ୍କ ରେକର୍ଡ ସହ ସମକକ୍ଷ ହେଲେ ଶ୍ରେୟସ ଆୟର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ରଣଜୀ ସିଜନରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ଶ୍ରେୟସ ଆୟର ଜବରଦସ୍ତ ଫର୍ମରେ ନଜରକୁ ଆସିଛନ୍ତି। ୨୨ ବର୍ଷିୟ ଏହି କ୍ରିକେଟର୍ ତାମିଲନାଡ଼ୁ ବିପକ୍ଷରେ ଏକ ଆକର୍ଷଣୀୟ ଶତକୀୟ ଇଂନିସ ଖେଳିଛନ୍ତି। ମୁମ୍ବାଇର ଦ୍ୱିତୀୟ ପାଳିରେ ଆୟର ୧୨୪ ବଲରୁ ୧୩୮ ରନର ଏକ ପାଳି ଖେଳିଥିଲେ। ଏହି ପାଳିଲେ ସେ ୯ଟି ବିଶାଳ ଛକା ମାରିଥିଲେ। ହେଲେ ୧୩୮ ରନ୍‌ କରିବାପରେ ଆୟର ରନ୍‌ଆଉଟ୍‌ ହୋଇଯାଇଥିଲେ। ରଣଜୀ ଇତିହାସରେ ମୁମ୍ବାଇ ପକ୍ଷରୁ  […]

Rakesh Mallick
  • Published: Friday, 27 October 2017
  • Updated: 27 October 2017, 08:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ରଣଜୀ ସିଜନରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ଶ୍ରେୟସ ଆୟର ଜବରଦସ୍ତ ଫର୍ମରେ ନଜରକୁ ଆସିଛନ୍ତି। ୨୨ ବର୍ଷିୟ ଏହି କ୍ରିକେଟର୍ ତାମିଲନାଡ଼ୁ ବିପକ୍ଷରେ ଏକ ଆକର୍ଷଣୀୟ ଶତକୀୟ ଇଂନିସ ଖେଳିଛନ୍ତି। ମୁମ୍ବାଇର ଦ୍ୱିତୀୟ ପାଳିରେ ଆୟର ୧୨୪ ବଲରୁ ୧୩୮ ରନର ଏକ ପାଳି ଖେଳିଥିଲେ। ଏହି ପାଳିଲେ ସେ ୯ଟି ବିଶାଳ ଛକା ମାରିଥିଲେ। ହେଲେ ୧୩୮ ରନ୍‌ କରିବାପରେ ଆୟର ରନ୍‌ଆଉଟ୍‌ ହୋଇଯାଇଥିଲେ। ରଣଜୀ ଇତିହାସରେ ମୁମ୍ବାଇ ପକ୍ଷରୁ  କୌଣସି ଏକ ପାଳିରେ ଛକା ମାରିବାରେ ସେ ସଚିନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ସଚିନ ୧୯୯୬ ରଣଜୀ ଟ୍ରଫି ଖେଳୁଥିବା ବେଳେ ଗୋଟିଏ ପାଳିରେ ୯ଟି ଛକା ମାରିଥିଲେ। ମୁମ୍ବାଇ ପକ୍ଷରୁ ଗୋଟିଏ ପାଳିରେ ସର୍ବାଧିକ ଛକା ମାରିବାର ରେକର୍ଡ କିନ୍ତୁ ରବି ଶାସ୍ତ୍ରୀଙ୍କ ନାଁରେ ରହିଛି। ୧୯୮୫ରେ ସେ ଗୋଟିଏ ଇଂନିସରେ ୧୨୩ଟି ବଲ ଖେଳି ୨୦୦ ରନର ପାଳି ଖେଳିଥିଲେ। ଏହି ପାଳିରେ ସେ ୧୩ଟି ଛକା ମାରି ରେକର୍ଡ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story