ଶୁବମନଙ୍କ ସପକ୍ଷରେ ଯୁକ୍ତି ବାଢ଼ିଲେ ଗାଭାସ୍କର ଓ ବର୍ଡର

ନୂଆଦିଲ୍ଲୀ: ଦୁଇ ଦିନ ପରେ ଅର୍ଥାତ୍ ୧୭ ତାରିଖରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍। ଆଡିଲେଡ୍‌ ଖେଳାଯିବ ପ୍ରଥମ ମ୍ୟାଚ୍‌। ତେବେ ତା’ପୂର୍ବରୁ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ କିଏ ଭାରତ ପାଇଁ ବ୍ୟାଟିଂ ଓପନ୍ କଲେ ଭଲ ହେବ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆଉ ଏହି ଚର୍ଚ୍ଚାରେ ସାମିଲ ହୋଇଛନ୍ତି ଦୁଇ ମହାନ କ୍ରିକେଟର- ସୁନୀଲ ଗାଭାସ୍କର ଓ ଆଲାନ ବର୍ଡର। ଗାଭାସ୍କର କହିଛନ୍ତି, ପ୍ରଥମ ମ୍ୟାଚ୍‌ରେ ପୃଥ୍ୱୀ ଶ’ଙ୍କ ବଦଳରେ ଶୁବମନ୍ […]

india

india

Jitendra Garnayak
  • Published: Tuesday, 15 December 2020
  • Updated: 15 December 2020, 04:38 PM IST

Sports

Latest News

ନୂଆଦିଲ୍ଲୀ: ଦୁଇ ଦିନ ପରେ ଅର୍ଥାତ୍ ୧୭ ତାରିଖରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍। ଆଡିଲେଡ୍‌ ଖେଳାଯିବ ପ୍ରଥମ ମ୍ୟାଚ୍‌। ତେବେ ତା’ପୂର୍ବରୁ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ କିଏ ଭାରତ ପାଇଁ ବ୍ୟାଟିଂ ଓପନ୍ କଲେ ଭଲ ହେବ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆଉ ଏହି ଚର୍ଚ୍ଚାରେ ସାମିଲ ହୋଇଛନ୍ତି ଦୁଇ ମହାନ କ୍ରିକେଟର- ସୁନୀଲ ଗାଭାସ୍କର ଓ ଆଲାନ ବର୍ଡର।

ଗାଭାସ୍କର କହିଛନ୍ତି, ପ୍ରଥମ ମ୍ୟାଚ୍‌ରେ ପୃଥ୍ୱୀ ଶ’ଙ୍କ ବଦଳରେ ଶୁବମନ୍ ଗିଲ୍ ଓପନ୍ କରିବାକୁ ଆସିବା ଉଚିତ୍। ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ଦ୍ୱିତୀୟ ଟୁର୍‌ ମ୍ୟାଚ୍‌ରେ ଶୁବମନ୍ ଭଲ ଖେଳିଥିଲେ। ସେ ଦୁଇଟି ଇନିଂସ୍‌ରେ ଯଥାକ୍ରମେ ୪୩ ଋ ୬୫ ରନ୍ କରିଥିଲେ। ସେ ଭଲ ଫର୍ମରେ ଥିବା ଭଳି ଲାଗୁଛି। ତେଣୁ ମୟଙ୍କ ଅଗ୍ରୱାଲଙ୍କ ସହିତ ଶୁବମନ୍ ଗିଲ୍‌ଙ୍କୁ ଓପନିଂ କରିବାକୁ ପଠାଯିବା ଉଚିତ୍।

ସେ ଆହୁରି କହିଛନ୍ତି, ଅଭ୍ୟାସ ମ୍ୟାଚ୍‌ରେ ଶୁଭମ ଗିଲ୍‌ଙ୍କ ପ୍ରଦର୍ଶନରେ ଆଲାନ ବର୍ଡର ମଧ୍ୟ ପ୍ରଭାବିତ ହୋଇଥିଲେ।

ଆଲାନ ବର୍ଡର କହିଛନ୍ତି, ଅଷ୍ଟ୍ରେଲିଆ ପିଚ୍ ପାଇଁ ଶ’ଙ୍କ ଅପେକ୍ଷା ଶୁବମନ ଗିଲଙ୍କ ଟେକ୍‌ନିକ୍ ଅଧିକ ଉପଯୋଗୀ ସାବ୍ୟସ୍ତ ହେବ। ଅଭ୍ୟାସ ମ୍ୟାଚ୍‌ରେ ସେ କିଛି କିଛି ଭୁଲ୍ କରିଥିଲେ। ତଥାପି ଅନ୍ୟମାନଙ୍କ ତୁଳନାରେ ତାଙ୍କ ଟେକ୍‌ନିକ୍ ମୋତେ ଅଧିକ ପସନ୍ଦ ଆସିଥିଲା।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ଅଭ୍ୟାସ ମ୍ୟାଚର ୪ଟି ଇନିଂସରେ ପୃଥ୍ୱୀ ଶ’ ଯଥାକ୍ରମେ ୦, ୯, ୪୦ ଓ ୩ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story