ସିଦ୍ଧୁ ଷ୍ଟ୍ରୋକ୍‌: ପାକିସ୍ତାନକୁ ହରାଇଲେ ଧୋଇ ଯିବ ସବୁ ପାପ, ଯିବାକୁ ପଡ଼ିବନି ଗଙ୍ଗା

ମୁମ୍ବାଇ: ଆଉ କିଛି ସମୟ ପରେ ଇଂଲଣ୍ଡର ବର୍ମିଂହମରେ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫିର ଆଉ ଏକ ଦମ୍‌ଦାର ମ୍ୟାଚ୍‌। ପଡ଼ିଆକୁ ଓହ୍ଲାଇବେ ଭାରତ ଓ ପାକିସ୍ତାନ। ଉଭୟ ଦେଶର ଲୋକଙ୍କ ନଜର ରହିଛି ଏହି ମ୍ୟାଚ୍ ଉପରେ। ଏମିତି ଏକ ସ୍ଥିତିରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ ଯଦି ଭାରତୀୟ ଦଳ ମ୍ୟାଚ୍ ଜିତି ଯିବ ତା’ହେଲେ ଭାବିନେବାକୁ ହେବ ସବୁ ପାପ ଧୋଇ ହୋଇଗଲା। ଆଉ ଗଙ୍ଗା ଯାଇ ବୁଡ଼ ପକାଇ ପାପକ୍ଷୟ କରିବାକୁ ପଡ଼ିବନି।

ରିପୋର୍ଟ- ଆଜ୍‌ତକ୍‌