ସିଦ୍ଧୁ ଷ୍ଟ୍ରୋକ୍‌: ପାକିସ୍ତାନକୁ ହରାଇଲେ ଧୋଇ ଯିବ ସବୁ ପାପ, ଯିବାକୁ ପଡ଼ିବନି ଗଙ୍ଗା

ମୁମ୍ବାଇ: ଆଉ କିଛି ସମୟ ପରେ ଇଂଲଣ୍ଡର ବର୍ମିଂହମରେ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫିର ଆଉ ଏକ ଦମ୍‌ଦାର ମ୍ୟାଚ୍‌। ପଡ଼ିଆକୁ ଓହ୍ଲାଇବେ ଭାରତ ଓ ପାକିସ୍ତାନ। ଉଭୟ ଦେଶର ଲୋକଙ୍କ ନଜର ରହିଛି ଏହି ମ୍ୟାଚ୍ ଉପରେ। ଏମିତି ଏକ ସ୍ଥିତିରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ ଯଦି ଭାରତୀୟ ଦଳ ମ୍ୟାଚ୍ ଜିତି ଯିବ ତା’ହେଲେ ଭାବିନେବାକୁ ହେବ ସବୁ ପାପ […]

sidhu

sidhu

Rakesh Mallick
  • Published: Sunday, 04 June 2017
  • Updated: 04 June 2017, 01:03 PM IST

ମୁମ୍ବାଇ: ଆଉ କିଛି ସମୟ ପରେ ଇଂଲଣ୍ଡର ବର୍ମିଂହମରେ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫିର ଆଉ ଏକ ଦମ୍‌ଦାର ମ୍ୟାଚ୍‌। ପଡ଼ିଆକୁ ଓହ୍ଲାଇବେ ଭାରତ ଓ ପାକିସ୍ତାନ। ଉଭୟ ଦେଶର ଲୋକଙ୍କ ନଜର ରହିଛି ଏହି ମ୍ୟାଚ୍ ଉପରେ। ଏମିତି ଏକ ସ୍ଥିତିରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ ଯଦି ଭାରତୀୟ ଦଳ ମ୍ୟାଚ୍ ଜିତି ଯିବ ତା’ହେଲେ ଭାବିନେବାକୁ ହେବ ସବୁ ପାପ ଧୋଇ ହୋଇଗଲା। ଆଉ ଗଙ୍ଗା ଯାଇ ବୁଡ଼ ପକାଇ ପାପକ୍ଷୟ କରିବାକୁ ପଡ଼ିବନି।

ରିପୋର୍ଟ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story