ଟିମ୍‌ ଇଣ୍ଡିଆକୁ ଝଟ୍‌କା: ଆହତ କାରଣରୁ ପ୍ରଥମ ଟେଷ୍ଟ ଖେଳିପାରିବେ ନାହିଁ ଏହି ଷ୍ଟାର୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଓପନର୍‌ ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନ ଆତହ। ଏହି କାରଣରୁ ଆସନ୍ତା ୫ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହୋଉଥିବା ପ୍ରଥମ ଟେଷ୍ଟରେ ସେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ଶିଖର ଧାୱନଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମ ଟେଷ୍ଟରେ ବିଶ୍ରାମ ଦିଆଯାଇପାରେ। ଯାହା ଟିମ୍‌ ଇଣ୍ଡିଆ ପାଇଁ ଏକ ଶକ୍ତ ଝଟ୍‌କା। ଶିଖର ଧାୱନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ତାହାକୁ ନଜରରେ ରଖି ଚୟନକର୍ତ୍ତାଙ୍କୁ […]

Indian_cricket_team_AP

Indian_cricket_team_AP

Rakesh Mallick
  • Published: Thursday, 28 December 2017
  • Updated: 28 December 2017, 01:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଓପନର୍‌ ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନ ଆତହ। ଏହି କାରଣରୁ ଆସନ୍ତା ୫ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହୋଉଥିବା ପ୍ରଥମ ଟେଷ୍ଟରେ ସେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ଶିଖର ଧାୱନଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମ ଟେଷ୍ଟରେ ବିଶ୍ରାମ ଦିଆଯାଇପାରେ। ଯାହା ଟିମ୍‌ ଇଣ୍ଡିଆ ପାଇଁ ଏକ ଶକ୍ତ ଝଟ୍‌କା।

ଶିଖର ଧାୱନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ତାହାକୁ ନଜରରେ ରଖି ଚୟନକର୍ତ୍ତାଙ୍କୁ ଏହାର ରିପୋର୍ଟ ଦିଆଯିବ। ଏପର୍ଯ୍ୟନ୍ତ କିନ୍ତୁ ଏନେଇ କୌଣସି ରିପୋର୍ଟ ଦିଆଯାଇନାହିଁ।

ଗତକାଲି ରାତିରେ ବିରାଟଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛି। ଜାନୁଆରୀ ୫ତାରିଖ ଠାରୁ ପ୍ରଥମେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହି ଗସ୍ତରେ ଇଣ୍ଡିଆ ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ।

https://youtu.be/ISTfppqtNKA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story