କୋରିଆ ସୁପର ସିରିଜ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ସିନ୍ଧୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରିଆ ସୁପର ସିରିଜର କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ପିଭି ସିନ୍ଧୁ। ଭାରତର ବ୍ୟାଡମିଣ୍ଟନ ଷ୍ଟାର ତଥା ବିଶ୍ୱର ୪ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ବିଶ୍ୱର ୧୬ ନମ୍ବର ଖେଳାଳି ଥାଇଲାଣ୍ଡର ନିଟ୍ଚାଓନ୍ ଜିଣ୍ଡପଲଙ୍କୁ ହରାଇ ଦେଇଛନ୍ତି। ୨୨-୨୦, ୨୧-୧୭ ସିଧାସଳଖ ସେଟ୍‌ରେ ସିନ୍ଧୁ ମାତ୍ ଦେଇଥିଲେ। ସେମିଫାଇନାଲରେ ପହଞ୍ଚିବା ପାଇଁ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ସିନ୍ଧୁଙ୍କର ମୁକାବିଲା ଜାପାନର ମିନ୍ଥୁ ମିତାନୀଙ୍କ ସହ ହେବ। ସିନ୍ଧୁ ବିଶ୍ୱ […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 04:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରିଆ ସୁପର ସିରିଜର କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ପିଭି ସିନ୍ଧୁ। ଭାରତର ବ୍ୟାଡମିଣ୍ଟନ ଷ୍ଟାର ତଥା ବିଶ୍ୱର ୪ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ବିଶ୍ୱର ୧୬ ନମ୍ବର ଖେଳାଳି ଥାଇଲାଣ୍ଡର ନିଟ୍ଚାଓନ୍ ଜିଣ୍ଡପଲଙ୍କୁ ହରାଇ ଦେଇଛନ୍ତି। ୨୨-୨୦, ୨୧-୧୭ ସିଧାସଳଖ ସେଟ୍‌ରେ ସିନ୍ଧୁ ମାତ୍ ଦେଇଥିଲେ। ସେମିଫାଇନାଲରେ ପହଞ୍ଚିବା ପାଇଁ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ସିନ୍ଧୁଙ୍କର ମୁକାବିଲା ଜାପାନର ମିନ୍ଥୁ ମିତାନୀଙ୍କ ସହ ହେବ। ସିନ୍ଧୁ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପ୍‌ରେ ଆକର୍ଷଣୀୟ ପ୍ରଦର୍ଶନ କରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ସେହିପରି କୋରିଆ ସୁପର ସିରିଜର ପୁରୁଷ ବର୍ଗରେ ଭାରତର ସମୀର ବର୍ମା କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ସମୀର ହଂକଂର ଭିନ୍ସେଣ୍ଟଙ୍କୁ ୨୧-୧୯, ୨୧-୧୩ ସେଟ୍‌ରେ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story