କୋରିଆ ସୁପର ସିରିଜ: ସେମିରେ ସିନ୍ଧୁ, ସ୍ୱର୍ଣ୍ଣ ଆଶା ଉଜ୍ଜିବୀତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିନ୍ଧୁଙ୍କ ଉପରେ ଏବେ ସାରା ଦେଶର ନଜର। କୋରିଆ ସୁପର ସିରିଜର ସେମିଫାଇନାଲରେ ପି.ଭି. ସିନ୍ଧୁ। ଭାରତର ଏହି ବ୍ୟାଡମିଣ୍ଟନ ଷ୍ଟାର କ୍ୱାର୍ଟର ଫାଇନାଲରେ ବିଶ୍ୱର ୧୯ ନମ୍ବର ମାନ୍ୟତା ପ୍ରାପ୍ତ  ଜାପାନର ମିନାସୁ  ମିତାନୀଙ୍କୁ ୨୧-୧୯, ୧୬-୨୧, ୨୧-୧୦ ସେଟ୍‌ରେ ମାତ୍ ଦେଇଛନ୍ତି। ଅଲିମ୍ପିକ ଓ ବିଶ୍ୱ ବ୍ୟାଡମିଣ୍ଟନରେ ରୌପ୍ୟ ବିଜେତା ସିନ୍ଧୁ ଚଳିତ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିତି ଭାରତକୁ ଗୌରବାନ୍ୱିତ କରିବେ ବୋଲି ଆଶା କରାଯାଉଛି। ଅନ୍ୟପଟେ ପୁରୁଷ ବର୍ଗରେ […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 04:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିନ୍ଧୁଙ୍କ ଉପରେ ଏବେ ସାରା ଦେଶର ନଜର। କୋରିଆ ସୁପର ସିରିଜର ସେମିଫାଇନାଲରେ ପି.ଭି. ସିନ୍ଧୁ। ଭାରତର ଏହି ବ୍ୟାଡମିଣ୍ଟନ ଷ୍ଟାର କ୍ୱାର୍ଟର ଫାଇନାଲରେ ବିଶ୍ୱର ୧୯ ନମ୍ବର ମାନ୍ୟତା ପ୍ରାପ୍ତ  ଜାପାନର ମିନାସୁ  ମିତାନୀଙ୍କୁ ୨୧-୧୯, ୧୬-୨୧, ୨୧-୧୦ ସେଟ୍‌ରେ ମାତ୍ ଦେଇଛନ୍ତି। ଅଲିମ୍ପିକ ଓ ବିଶ୍ୱ ବ୍ୟାଡମିଣ୍ଟନରେ ରୌପ୍ୟ ବିଜେତା ସିନ୍ଧୁ ଚଳିତ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିତି ଭାରତକୁ ଗୌରବାନ୍ୱିତ କରିବେ ବୋଲି ଆଶା କରାଯାଉଛି।

ଅନ୍ୟପଟେ ପୁରୁଷ ବର୍ଗରେ ଭାରତକୁ ଶକ୍ତ ଧକ୍କା ଲାଗିଛି। ସମୀର ବର୍ମା କ୍ୱାର୍ଟର ଫାଇନାଲରେ ତାଙ୍କ ପ୍ରତିଦ୍ୱନ୍ଦୀ କୋରିଆର ସନ୍ ୱାନ୍ ହୋଙ୍କଠୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ଫଳରେ ଚମତ୍କାର ଫର୍ମରେ ଥିବା ପିଭି ସିନ୍ଧୁଙ୍କ ଉପରେ ଏବେ ସବୁ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story