ପ୍ରଥମ ଦିନରୁ ଟ୍ରୋଲ୍ ହେଲେ ସିରାଜ୍‌

ଆଡେଲେଡ୍‌: ଆଜି ଆଡେଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରୁ ନିଜର ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ୍ ନିଜର ଦୁର୍ବଳ ପ୍ରଦର୍ଶନ ପାଇଁ ଟ୍ୱିଟର୍‌ରେ ହଟହଟା ହୋଇଛନ୍ତି। ସମ୍ପୂର୍ଣ୍ଣ ୧୦ ଓଭର ବୋଲିଂ କରିଥିବା ସିରାଜ୍‌ ୭୬ ରନ୍‌ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ମଧ୍ୟ ୱିକେଟ୍‌ ହାତେଇପାରିନଥିଲେ। ପ୍ରଥମରୁ ଏପରି ପ୍ରଦର୍ଶନ ଫଳରେ ତାଙ୍କଠାରୁ ବହୁତ କିଛି ଆଶା ରଖିଥିବା ତାଙ୍କ ପ୍ରଶଂସକମାନେ ବିଗିଡ଼ିଯାଇଛନ୍ତି। ସେମାନେ ଏହା ମଧ୍ୟ କହିବା […]

siraz

Subrat Kumar Nayak
  • Published: Tuesday, 15 January 2019
  • , Updated: 15 January 2019, 02:45 PM IST

ଆଡେଲେଡ୍‌: ଆଜି ଆଡେଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରୁ ନିଜର ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ୍ ନିଜର ଦୁର୍ବଳ ପ୍ରଦର୍ଶନ ପାଇଁ ଟ୍ୱିଟର୍‌ରେ ହଟହଟା ହୋଇଛନ୍ତି। ସମ୍ପୂର୍ଣ୍ଣ ୧୦ ଓଭର ବୋଲିଂ କରିଥିବା ସିରାଜ୍‌ ୭୬ ରନ୍‌ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ମଧ୍ୟ ୱିକେଟ୍‌ ହାତେଇପାରିନଥିଲେ।

ପ୍ରଥମରୁ ଏପରି ପ୍ରଦର୍ଶନ ଫଳରେ ତାଙ୍କଠାରୁ ବହୁତ କିଛି ଆଶା ରଖିଥିବା ତାଙ୍କ ପ୍ରଶଂସକମାନେ ବିଗିଡ଼ିଯାଇଛନ୍ତି। ସେମାନେ ଏହା ମଧ୍ୟ କହିବା ଆରମ୍ଭ କରିଦେଇଛନ୍ତି ଯେ, ବର୍ତ୍ତମାନ ଯେଉଁ ବୋଲରମାନଙ୍କୁ ନେଇ ଭାରତ ଓହ୍ଲାଇଛି, ସିରାଜ୍‌ ସେଥିରେ ବୋଝ ପରି।

ଦେଖନ୍ତୁ ସେହିଭଳି କିଛି ଟ୍ୱିଟ୍‌।
https://twitter.com/ImchaitRohitian/status/1085070233214234630

https://twitter.com/tanny_habib/status/1085062668313088000
https://twitter.com/arhemant/status/1085070481110327301
https://twitter.com/ImBruceWayne2/status/1085066692747821056
https://twitter.com/brainfadesmith/status/1085051685100085250

Related story