ନ୍ୟୁଜିଲାଣ୍ଡ ଗସ୍ତରୁ ସ୍ମିଥ୍ ବାଦ୍

ସିଡ୍‌ନୀ: ଆହତ କାରଣରୁ ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡ଼ିଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍ ସ୍ମିଥ୍। ଆଜି କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାକିସ୍ତାନ ବିପକ୍ଷ ପଞ୍ଚମ ଦିନିକିଆ ମ୍ୟାଚ୍ ବେଳେ ତାଙ୍କ ବାମ ପାଦର ଖଞ୍ଜାରେ ଆଘାତ ଲାଗିଥିଲା। ପୂରା ସୁସ୍ଥ ହେବା ପାଇଁ ତାଙ୍କୁ ୭ ରୁ ୧୦ ଦିନ ଲାଗିବ। ଅଷ୍ଟ୍ରେଲିଆର ନ୍ୟୁଜିଲାଣ୍ଡ ଗସ୍ତ ଆସନ୍ତା ସୋମବାର ଠାରୁ ଆରମ୍ଭ ହେଉଛି।

smith

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 05:44 PM IST

ସିଡ୍‌ନୀ: ଆହତ କାରଣରୁ ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡ଼ିଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍ ସ୍ମିଥ୍। ଆଜି କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାକିସ୍ତାନ ବିପକ୍ଷ ପଞ୍ଚମ ଦିନିକିଆ ମ୍ୟାଚ୍ ବେଳେ ତାଙ୍କ ବାମ ପାଦର ଖଞ୍ଜାରେ ଆଘାତ ଲାଗିଥିଲା। ପୂରା ସୁସ୍ଥ ହେବା ପାଇଁ ତାଙ୍କୁ ୭ ରୁ ୧୦ ଦିନ ଲାଗିବ।

ଅଷ୍ଟ୍ରେଲିଆର ନ୍ୟୁଜିଲାଣ୍ଡ ଗସ୍ତ ଆସନ୍ତା ସୋମବାର ଠାରୁ ଆରମ୍ଭ ହେଉଛି।

Related story