୬୫ ବର୍ଷ ତଳର ରେକର୍ଡ ସମକକ୍ଷ ହେଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମକୁ ଏକ ନୂଆ ଦିଶା ଓ ଆକ୍ରମଣାତ୍ମକ ଚିନ୍ତାଧାରା ଦେଇଥିବା ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କର ନୂଆ ଯାତ୍ରା ଆରମ୍ଭ ହୋଇଛି। ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ସେ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଯାହା ପରେ ତାଙ୍କର ବିସିସିଆଇ ଅଧ୍ୟକ୍ଷ ହେବା ଏକ ନିଶ୍ଚିତ ହୋଇଛି। ଏଥିସହ ଗାଙ୍ଗୁଲି ଦ୍ୱିତୀୟ ଭାରତୀୟ କ୍ରିକେଟର୍ ଭାବେ ବିସିସିଆଇର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ହେବେ। ଏହା ପୂର୍ବରୁ ବିଜୟନଗରର ମହାରାଜା ବିସିସିଆଇର ଅଧ୍ୟକ୍ଷ ହୋଇଥିଲେ। […]

ganguly1

ganguly1

Ranjit Kumar Jena
  • Published: Monday, 14 October 2019
  • Updated: 14 October 2019, 06:45 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମକୁ ଏକ ନୂଆ ଦିଶା ଓ ଆକ୍ରମଣାତ୍ମକ ଚିନ୍ତାଧାରା ଦେଇଥିବା ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କର ନୂଆ ଯାତ୍ରା ଆରମ୍ଭ ହୋଇଛି। ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ସେ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଯାହା ପରେ ତାଙ୍କର ବିସିସିଆଇ ଅଧ୍ୟକ୍ଷ ହେବା ଏକ ନିଶ୍ଚିତ ହୋଇଛି। ଏଥିସହ ଗାଙ୍ଗୁଲି ଦ୍ୱିତୀୟ ଭାରତୀୟ କ୍ରିକେଟର୍ ଭାବେ ବିସିସିଆଇର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ହେବେ। ଏହା ପୂର୍ବରୁ ବିଜୟନଗରର ମହାରାଜା ବିସିସିଆଇର ଅଧ୍ୟକ୍ଷ ହୋଇଥିଲେ।

ଗାଙ୍ଗୁଲିଙ୍କ ପୂର୍ବରୁ ମହାରାଜ ଏକମାତ୍ର ଭାରତୀୟ କ୍ରିକେଟର୍ ଭାବେ ଦ୍ୱୈତ ଭୂମିକା ବହନ କରିଥିଲେ। ମହାରାଜାଙ୍କୁ ଭିଜି ନାମରେ ମଧ୍ୟ ସମ୍ବୋଧିତ କରାଯାଏ। ବିଜୟନଗରର ମହାରାଜା ୧୯୩୬ରେ ଇଂଲଣ୍ଡ ଗସ୍ତରେ ଭାରତର ନେତୃତ୍ୱ ନେଇଥିଲେ। ଭାରତ ପକ୍ଷରୁ ମାତ୍ର ୩ଟି ଟେଷ୍ଟ ଖେଳିଥିବା ମହାରାଜା ୧୯୫୪ରୁ ୧୯୫୬ ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ଥିଲେ। ଭାରତର ପୂର୍ବତନ କ୍ୟାପଟେନ୍ ସୁନୀଲ ଗାଭାସ୍କର ଓ ଶିବଲାଲ ଯାଦବ ୨୦୧୪ରେ ବିସିସିଆଇର ଅନ୍ତରୀଣ ଅଧ୍ୟକ୍ଷ ହୋଇଥିଲେ।

ବର୍ତ୍ତମାନ ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ (ସିଏବି)ର ଅଧ୍ୟକ୍ଷ ଥିବା ଗାଙ୍ଗୁଲି ୨୦୨୦ ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ରହିବେ। କାରଣ ପ୍ରଶାସନିକ ଭାବେ ତାଙ୍କର କାର୍ଯ୍ୟକାଳ ୬ ବର୍ଷ ୨୦୨୦ରେ ପୂରଣ ହୋଇଯିବ । ସେ ୨୦୧୪ରେ ସିଏବିର ଅଧ୍ୟକ୍ଷ ଭାବେ ନିବାଚିତ ହୋଇଥିଲେ। ଏଭଳି ସ୍ଥିତିରେ ୪୭ ବର୍ଷୀୟ ଗାଙ୍ଗୁଲି ଜୁଲାଇ, ୨୦୨୦ରେ ସିଏବିର ଅଧ୍ୟକ୍ଷ ପଦ ପୂରଣ କରିବେ, ଯାହା ପରେ କୁଲିଙ୍ଗ୍ ଅଫ୍ ପିରିୟଡ ଆରମ୍ଭ ହୋଇଯିବ। କୁଲିଙ୍ଗ୍ ଅଫ୍ ପିରିୟଡ ତିନି ବର୍ଷର ହୋଇଥାଏ। ଏହି ଅବଧି ମଧ୍ୟରେ ଜଣେ କୌଣସି ପଦବୀରେ ରହିପାରିବେ ନାହିଁ। ଯଦି ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ଭାବେ ରହିବେ, ତାହେଲେ ତାଙ୍କୁ ସିଏବିର ପଦ ଛାଡ଼ିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story