ଦାଦାଙ୍କ ‘ଦାଦାଗିରି’; କ’ଣ କଲେ ପଢ଼ନ୍ତୁ...

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ନିଜର ‘ଦାଦାଗିରି’ ପାଇଁ ବେଶ୍‌ ଜଣାଶୁଣା ଥିଲେ। ସେ ଯେତେବେଳେ କ୍ରିକେଟ୍ ଖେଳଥିଲେ ତାଙ୍କର ଆକ୍ରମଣାତ୍ମକ ଶୈଳୀର ଅନେକ ଫ୍ୟାନ୍ ଥିଲେ। ଆଉ ଏବେ ସେହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚାମ୍ପିଅନ୍ସ ଟ୍ରଫିରେ। ଗତକାଲି ଟୁର୍ଣ୍ଣାମେଣ୍ଟର ସମସ୍ତ ଭାଷ୍ୟକାର (କମେଣ୍ଟଟେଟର୍ସ)ଙ୍କ ଫଟୋ ସୁଟ୍‌ରେ ଗାଙ୍ଗୁଲଙ୍କ ଅନ୍ଦାଜ ପୂରା ଅଲଗା ଥିଲା। ଏହି ଫଟୋସୁଟ୍‌ରେ ସମସ୍ତ ଭାଷ୍ୟକାର ପ୍ରାୟ ସମାନ ଡ୍ରେସ୍ ପିନ୍ଧିଥିଲେ। କିନ୍ତୁ ଗାଙ୍ଗୁଲଙ୍କ […]

sourav_ganguly

Rakesh Mallick
  • Published: Thursday, 01 June 2017
  • , Updated: 01 June 2017, 02:14 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ନିଜର ‘ଦାଦାଗିରି’ ପାଇଁ ବେଶ୍‌ ଜଣାଶୁଣା ଥିଲେ। ସେ ଯେତେବେଳେ କ୍ରିକେଟ୍ ଖେଳଥିଲେ ତାଙ୍କର ଆକ୍ରମଣାତ୍ମକ ଶୈଳୀର ଅନେକ ଫ୍ୟାନ୍ ଥିଲେ। ଆଉ ଏବେ ସେହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚାମ୍ପିଅନ୍ସ ଟ୍ରଫିରେ।

ଗତକାଲି ଟୁର୍ଣ୍ଣାମେଣ୍ଟର ସମସ୍ତ ଭାଷ୍ୟକାର (କମେଣ୍ଟଟେଟର୍ସ)ଙ୍କ ଫଟୋ ସୁଟ୍‌ରେ ଗାଙ୍ଗୁଲଙ୍କ ଅନ୍ଦାଜ ପୂରା ଅଲଗା ଥିଲା। ଏହି ଫଟୋସୁଟ୍‌ରେ ସମସ୍ତ ଭାଷ୍ୟକାର ପ୍ରାୟ ସମାନ ଡ୍ରେସ୍ ପିନ୍ଧିଥିଲେ। କିନ୍ତୁ ଗାଙ୍ଗୁଲଙ୍କ ଡ୍ରେସ୍ ଅନ୍ୟମାନଙ୍କଠାରୁ ଭିନ୍ନ ଥିଲା। ଗ୍ରାହମ ସ୍ମିଥ, ସଞ୍ଜୟ ମଞ୍ଜରେକର, ରିକି ପଣ୍ଟିଂ, ରମିଜ ରାଜାଙ୍କ ସମେତ ଅନ୍ୟମାନେ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ। କିନ୍ତୁ ‘ଦାଦା’ କ୍ରିମ୍ କଲର୍ ପ୍ୟାଣ୍ଟ ପିନ୍ଧିଥିଲେ।

Related story