ଗାଙ୍ଗୁଲିଙ୍କୁ ଏମିତି ପ୍ରଶଂସା କଲେ ଗାଭାସ୍କର

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ଓ ଓପନିଂ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କାର ସୌରଭ ଗାଙ୍ଗୁଲିଙ୍କୁ ପ୍ରଶଂସା କରିଛନ୍ତି। ଗାଭାସ୍କରଙ୍କ ମତରେ, ଗାଙ୍ଗୁଲି ଭାରତର ଅନ୍ୟତମ ମହାନ୍ ବ୍ୟାଟ୍ସମ୍ୟାନ୍, କାରଣ ବିପକ୍ଷ ଟିମ୍ ଯେତେ ମଜୁଭତ୍ ହେଲେ ବି ସେ କେବେବି ପଛକୁ ହଟନ୍ତି ନାହିଁ। ଏହି ଦଶନ୍ଧି ଆରମ୍ଭରୁ ହିଁ ଭାରତ ପାଖରେ ଅନେକ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଥିଲେ। ଏଥିରୁ ସୌରଭ ଗାଙ୍ଗୁଲିଙ୍କ ନାଁ ସବୁଠାରୁ ଶୀର୍ଷରେ ରହିବ ବୋଲି ଗାଭାସ୍କର କହିଛନ୍ତି। ଗାଭାସ୍କର କହିଛନ୍ତି, ଗାଙ୍ଗୁଲିଙ୍କ […]

sunny

sunny

Ranjit Kumar Jena
  • Published: Tuesday, 30 July 2019
  • Updated: 30 July 2019, 05:58 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ଓ ଓପନିଂ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କାର ସୌରଭ ଗାଙ୍ଗୁଲିଙ୍କୁ ପ୍ରଶଂସା କରିଛନ୍ତି। ଗାଭାସ୍କରଙ୍କ ମତରେ, ଗାଙ୍ଗୁଲି ଭାରତର ଅନ୍ୟତମ ମହାନ୍ ବ୍ୟାଟ୍ସମ୍ୟାନ୍, କାରଣ ବିପକ୍ଷ ଟିମ୍ ଯେତେ ମଜୁଭତ୍ ହେଲେ ବି ସେ କେବେବି ପଛକୁ ହଟନ୍ତି ନାହିଁ। ଏହି ଦଶନ୍ଧି ଆରମ୍ଭରୁ ହିଁ ଭାରତ ପାଖରେ ଅନେକ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଥିଲେ। ଏଥିରୁ ସୌରଭ ଗାଙ୍ଗୁଲିଙ୍କ ନାଁ ସବୁଠାରୁ ଶୀର୍ଷରେ ରହିବ ବୋଲି ଗାଭାସ୍କର କହିଛନ୍ତି।

ଗାଭାସ୍କର କହିଛନ୍ତି, ଗାଙ୍ଗୁଲିଙ୍କ ନେତୃତ୍ୱ ଏବଂ ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଭାରତୀୟ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲା। ଗାଙ୍ଗୁଲି ଭାରତର ସର୍ବଶ୍ରେଷ୍ଠ ଅଧିନାୟକ ଏଥିରେ କୌଣସି ସନ୍ଦେହ ନାହିଁ। ସେ ଯେଉଁ ସମୟରେ ଟିମର ମଙ୍ଗ ଧରିଥିଲେ, ସେତେବେଳେ ଭାରତର ଅବସ୍ଥା ଅତି ଶୋଚନୀୟ ଥିଲା। କିନ୍ତୁ ଗାଙ୍ଗୁଲି କ୍ୟାପଟେନ୍ ହେବା ପରଠାରୁ ଭାରତୀୟ କ୍ରିକେଟ୍ ଏକ ନୂଆ ଶିଖରରେ ପହଞ୍ଚିଥିଲା।

ଗାଙ୍ଗୁଲି ଏମିତି ଜଣେ କ୍ୟାପଟେନ୍, ଯିଏ ବିଦେଶରେ ଭାରତକୁ ମୁଣ୍ଡ ଉଠାଇ ଚାଲିବା ଶିଖାଇଥିଲେ। ଗାଙ୍ଗୁଲିଙ୍କ ନେତୃତ୍ୱରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶରେ ଭାରତ ସଫଳତା ହାସଲ କରିଥିଲା। ଏହାଛଡ଼ା ଗାଙ୍ଗୁଲି ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛନ୍ତି, ଯିଏ ଆଜି କିମ୍ବଦନ୍ତୀ କ୍ରିକେଟର୍ ଭାବେ ପରିଚିତ। ସେହିପରି ଅନୀଲ କୁମ୍ବଲେଙ୍କ ଅବଦାନକୁ ମଧ୍ୟ ଭୁଲିହେବ ନାହିଁ। କାରଣ କୁମ୍ବଲେଙ୍କ ଉତ୍ତରାଧିକାରୀ ଭାବେ ମହେନ୍ଦ୍ର ସିଂହ ଧୋନି ଟିମକୁ ନୂଆସ୍ତରକୁ ନେଇଥିଲେ।

ତେବେ ବର୍ତ୍ତମାନ ଭାରତୀୟ ଟିମ୍ ଏବଂ ସେତେବେଳର ଟିମ୍ ମଧ୍ୟରେ ବହୁତ ତଫାତ୍ ଅଛି। ଜଗମୋହନ ଡାଲମିଆଙ୍କ ଆସିବା ପୂର୍ବରୁ ବିସିସିଆଇ ବହୁତ ଦୁର୍ବଳ ଥିଲା। ସେହି ସମୟରେ କ୍ରିକେଟ୍ ଜଗତରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଦବଦବା ଥିଲା। ଡାଲମିଆଙ୍କ ଆସିବା ଦ୍ୱାରା ବିସିସିଆଇ ମଜଭୁତ୍ ହେଲା । ଏହା ପରେ ଶରଦ ପାୱାର ଓ ଏନ୍ ଶ୍ରୀନିବାସନ୍ ବିସିସିଆଇକୁ ଆହୁରି ମଜଭୁତ୍ କରିଥିଲେ। କିନ୍ତୁ ଏବେ ଭାରତୀୟ କ୍ରିକେଟ୍ ଦୁର୍ବଳ ମ୍ୟାନେଜମେଣ୍ଟ ଉପରେ ନିର୍ଭର କରୁଛି। ଯାହା ମୋତେ ନିରାଶ କରିଛି ବୋଲି ଗାଭାସ୍କର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story