ତ୍ରିପୁରା ୟୁ-୧୬ ଓ ୟୁ-୧୯ କ୍ରିକେଟ ଦଳକୁ ପ୍ରଶିକ୍ଷଣ ଦେବେ ଗାଙ୍ଗୁଲି

ଅଗରତାଲା: ତ୍ରିପୁରାର ୟୁ-୧୬ ଓ ୟୁ-୧୯ କ୍ରିକେଟ ଦଳକୁ ପ୍ରଶିକ୍ଷଣ ଦେବେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସୋମବାର ନିଜେ ଦାଦା ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି, ଶୀଘ୍ର ସେ ଅଗରତାଲାକୁ ଯାଉଛି, ସେଠାରେ ଏହି ଯୁବ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବି । ଏଥିରେ ତାଙ୍କୁ ଖୁସି ମିଳିବ ବୋଲି ତ୍ରିପୁରା କ୍ରିକେଟ ଆସୋସିଏସନ(ଟିସିଏ) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଏହାସହ ଏହି କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ୩ […]

sourav-ganguly_pti-m

sourav-ganguly_pti-m

Rakesh Mallick
  • Published: Monday, 14 September 2015
  • Updated: 14 September 2015, 06:16 PM IST

Sports

Latest News

ଅଗରତାଲା: ତ୍ରିପୁରାର ୟୁ-୧୬ ଓ ୟୁ-୧୯ କ୍ରିକେଟ ଦଳକୁ ପ୍ରଶିକ୍ଷଣ ଦେବେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସୋମବାର ନିଜେ ଦାଦା ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି, ଶୀଘ୍ର ସେ ଅଗରତାଲାକୁ ଯାଉଛି, ସେଠାରେ ଏହି ଯୁବ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବି । ଏଥିରେ ତାଙ୍କୁ ଖୁସି ମିଳିବ ବୋଲି ତ୍ରିପୁରା କ୍ରିକେଟ ଆସୋସିଏସନ(ଟିସିଏ) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଏହାସହ ଏହି କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ୩ ଦିନିଆ କିମ୍ବା ୫ ଦିନିଆ ମ୍ୟାଚ ଆୟୋଜନ କରାଯାଉ ବୋଲି ସେ ଟିସିଏଙ୍କୁ ଅନୁରୋଧ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story