ତାଇପେଇ ବ୍ୟାଟ୍‌ମିଣ୍ଟନ୍‌ ଟାଇଟଲ ଜିତିଲେ ସୌରଭ

ତାଇପେଇ ସିଟି: ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସୌରଭ ବର୍ମନ୍‌ ଚାଇନିଜ୍‌ ତାଇପେଇ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମଣ୍ଟ ଜିତି ନେଇଛନ୍ତି। କଡା ମୁକାବିଲା ପୂର୍ଣ୍ଣ ଫାଇନାଲରେ ସେ ତାଙ୍କ ପ୍ରତିପକ୍ଷ ମାଲେସିୟାର ଡାରେନ୍‌ ଲିଉଙ୍କୁ ୧୨-୧୦, ୧୨-୧୦, ୩-୩ରେ ପରାସ୍ତା କରିଛନ୍ତି। ପ୍ରଥମ ଦୁଇଟି ସେଟ୍‌ ସୌରଭ ଜିତି ଥିଲେ ମଧ୍ୟ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତୃତୀୟ ସେଟ୍‌ ୩-୩ର ସମାନ ସ୍ଥିତିରେ ଥିବା ବେଳେ କାନ୍ଧରେ ଯନ୍ତ୍ରଣା ଅନୁଭବ କରିବାରୁ ଡାରେନ୍‌ ଓହରି ଯାଇଥିଲେ। ଫଳରେ ସୌରଭଙ୍କୁ […]

sourabh-verma

Rakesh Mallick
  • Published: Sunday, 16 October 2016
  • , Updated: 16 October 2016, 05:26 PM IST

ତାଇପେଇ ସିଟି: ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସୌରଭ ବର୍ମନ୍‌ ଚାଇନିଜ୍‌ ତାଇପେଇ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମଣ୍ଟ ଜିତି ନେଇଛନ୍ତି। କଡା ମୁକାବିଲା ପୂର୍ଣ୍ଣ ଫାଇନାଲରେ ସେ ତାଙ୍କ ପ୍ରତିପକ୍ଷ ମାଲେସିୟାର ଡାରେନ୍‌ ଲିଉଙ୍କୁ ୧୨-୧୦, ୧୨-୧୦, ୩-୩ରେ ପରାସ୍ତା କରିଛନ୍ତି।

ପ୍ରଥମ ଦୁଇଟି ସେଟ୍‌ ସୌରଭ ଜିତି ଥିଲେ ମଧ୍ୟ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତୃତୀୟ ସେଟ୍‌ ୩-୩ର ସମାନ ସ୍ଥିତିରେ ଥିବା ବେଳେ କାନ୍ଧରେ ଯନ୍ତ୍ରଣା ଅନୁଭବ କରିବାରୁ ଡାରେନ୍‌ ଓହରି ଯାଇଥିଲେ। ଫଳରେ ସୌରଭଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।

Related story