କ୍ଲୁଜନର୍ ଦକ୍ଷିଣ ଆଫ୍ରିକା ଟି-୨୦ ଟିମର ସହକାରୀ ବ୍ୟାଟିଂ କୋଚ୍

ଜୋହାନସବର୍ଗ: ପୂର୍ବତନ ଅଲରାଉଣ୍ଡର ଲାନ୍ସ କ୍ଲୁଜନରଙ୍କୁ ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା ଟି-୨୦ ଦଳର ସହକାରୀ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି। କ୍ଲୁଜନର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର୍। ସେ ୧୯୯୯ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କ୍ଲୁଜନର୍ ଦକ୍ଷିଣ ଆଫ୍ରିକା ପକ୍ଷରୁ ୪୯ ଟେଷ୍ଟ ଏବଂ ୧୭୧ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟ କ୍ରିକେଟରେ ସେ ୧୯୦୬ ରନ୍ ବ୍ୟତୀତ ୮୦ ୱିକେଟ୍ ହାସଲ କରିଛନ୍ତି। ସେହିପରି ଦିନିକିଆରେ ସେ ୩୫୭୬ ରନ୍ […]

lance

lance

Ranjit Kumar Jena
  • Published: Friday, 23 August 2019
  • Updated: 23 August 2019, 05:17 PM IST

Sports

Latest News

ଜୋହାନସବର୍ଗ: ପୂର୍ବତନ ଅଲରାଉଣ୍ଡର ଲାନ୍ସ କ୍ଲୁଜନରଙ୍କୁ ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା ଟି-୨୦ ଦଳର ସହକାରୀ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି। କ୍ଲୁଜନର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର୍। ସେ ୧୯୯୯ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ।

କ୍ଲୁଜନର୍ ଦକ୍ଷିଣ ଆଫ୍ରିକା ପକ୍ଷରୁ ୪୯ ଟେଷ୍ଟ ଏବଂ ୧୭୧ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟ କ୍ରିକେଟରେ ସେ ୧୯୦୬ ରନ୍ ବ୍ୟତୀତ ୮୦ ୱିକେଟ୍ ହାସଲ କରିଛନ୍ତି। ସେହିପରି ଦିନିକିଆରେ ସେ ୩୫୭୬ ରନ୍ ଏବଂ ୧୯୨ ୱିକେଟ୍ ନେଇଛନ୍ତି। କ୍ଲୁଜନରଙ୍କ ବ୍ୟତୀତ ଭିନସେଣ୍ଟ ବାର୍ନେସଙ୍କୁ ସହକାରୀ ବୋଲିଂ କୋଚ୍ ଏବଂ ଜଷ୍ଟିନ୍ ଅନଟଙ୍ଗଙ୍କୁ ସହକାରୀ ଫିଲ୍ଡିଂ କୋଚ୍ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ତିନି ସହକାରୀ କୋଚ୍ ଟିମ୍ ନିର୍ଦ୍ଦେଶକ ଏନୋକ୍ ଏନକ୍ୱେଙ୍କୁ ସହଯୋଗ କରିବେ।

ଏ ନେଇ କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ)ର କାର୍ଯ୍ୟକାରୀ ନିର୍ଦ୍ଦେଶକ କୋରି ଭାନ୍ ଜିଲ୍ କହିଛନ୍ତି, "ଟିମର ନୂଆ ଷ୍ଟ୍ରକଚର୍ ଅନୁଯାୟୀ, ଟିମ୍ ନିର୍ଦ୍ଦେଶକ ନିଜର ତିନି ସହକାରୀ କୋଚଙ୍କ ନିଯୁକ୍ତି କରିଛନ୍ତି। ଟିମ୍ ପାଇଁ ସହକାରୀ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ୍ ନିଯୁକ୍ତ କରାଯାଇଛି। କ୍ଲୁଜନର୍ କେବଳ ଟି-୨୦ ସିରିଜ୍ ପାଇଁ ଟିମର ସହକାରୀ ବ୍ୟାଟିଂ କୋଚ୍ ରହିବେ। ତାଙ୍କ ପାଖରେ ପ୍ରଚୁର ଅ୍ରଭିଜ୍ଞତା ରହିଛି। ଏହାସହ କ୍ଲୁଜନରଙ୍କ ପାଖରେ ଅର୍ନ୍ତଜାତୀୟ ଓ ଘରୋଇ ଲିଗର ଟିମଗୁଡ଼ିକୁ କୋଚିଂ ଦେବାର ଅଭିଜ୍ଞତା ରହିଛି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story