ପାକିସ୍ତାନ ଯିବାକୁ ମନା କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍‌

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଆସନ୍ତା ମାର୍ଚ୍ଚ ମାସରେ ପାକିସ୍ତାନ ଗସ୍ତ କରିବାକୁ ସିଧାସଳଖ ମନା କରିଦେଇଛି। ଆସନ୍ତାମାସରେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ। ଏହା ପରେ ପାକିସ୍ତାନ ନିଜ ମାଟିରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବାକୁ ଦକ୍ଷିଣ ଆଫ୍ରିକାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ତା’ର ଖେଳାଳିଙ୍କ କାର୍ଯ୍ୟଭାର କଥା କହି ପାକିସ୍ତାନ ଗସ୍ତ ବାତିଲ କରି ଦେଇଛି। ଇଏସପିଏନକ୍ରିକଇନଫୋ ଅନୁଯାୟୀ, ଏହି ଗସ୍ତର ଆୟୋଜନ […]

saf

saf

Ranjit Kumar Jena
  • Published: Friday, 14 February 2020
  • Updated: 14 February 2020, 05:50 PM IST

Sports

Latest News

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଆସନ୍ତା ମାର୍ଚ୍ଚ ମାସରେ ପାକିସ୍ତାନ ଗସ୍ତ କରିବାକୁ ସିଧାସଳଖ ମନା କରିଦେଇଛି। ଆସନ୍ତାମାସରେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ। ଏହା ପରେ ପାକିସ୍ତାନ ନିଜ ମାଟିରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବାକୁ ଦକ୍ଷିଣ ଆଫ୍ରିକାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ତା'ର ଖେଳାଳିଙ୍କ କାର୍ଯ୍ୟଭାର କଥା କହି ପାକିସ୍ତାନ ଗସ୍ତ ବାତିଲ କରି ଦେଇଛି।

ଇଏସପିଏନକ୍ରିକଇନଫୋ ଅନୁଯାୟୀ, ଏହି ଗସ୍ତର ଆୟୋଜନ ପରେ କରାଯିବ, ଯେତେବେଳେ ଉଭୟ କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ) ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପାଇଁ ଉପଯୁକ୍ତ ହେବ। ଦକ୍ଷିଣ ଆଫ୍ରିକା ମାର୍ଚ୍ଚ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବା ପରେ ପାକିସ୍ତାନ ଗସ୍ତ କରିବାର ଥିଲା।

ପାକିସ୍ତାନରେ ଦକ୍ଷିଣ ଆଫ୍ରିକା ତିନୋଟି ଟି-୨୦ ମ୍ୟାଚ୍ ଖେଳିଥାନ୍ତା। ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ପରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳୁଛି। ଏହା ପରେ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ଲେଖାଏ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story