କେମିତି ବେଷ୍ଟ୍‌ ୟର୍କର ସ୍ପେଶାଲିଷ୍ଟ ହେଲେ ଟିମ୍‌ ଇଣ୍ଡିଆର୍‌ ଏହି ଷ୍ଟାର୍‌ କ୍ରିକେଟର୍‌: ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବୋଲର ତଥା ଡେଥ୍‌ ଓଭରରେ ଦୁନିଆର ସବୁଠୁ ଘାତକ ବୋଲର ଭାବେ ଜଣାଶୁଣା ବୁମ୍‌ରା ବୁଧବାର ୬ ଡିସେମ୍ବରକୁ ୨୪ ବର୍ଷରେ ପାଦ ଦେଇଛନ୍ତି। ଏଥର ଜନ୍ମଦିନ ତାଙ୍କ ପାଇଁ ଅଧିକ ଖୁସି ଆଣିଛି। କାରଣ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପାଇଁ ଭାରତୀୟ ଟେଷ୍ଟ ଟିମ୍‌ ଘୋଷିତ ହୋଇଛି। ଯେଉଁଥିରେ ବୁମ୍‌ରାଙ୍କୁ ବି ଦଳରେ ସ୍ଥାନ ମିଳିଛି। ଟିମ୍‌ ଇଣ୍ଡିଆର ଜଣେ ଷ୍ଟାର୍‌ କ୍ରିକେଟର୍‌ […]

bumbra image

bumbra image

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 04:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବୋଲର ତଥା ଡେଥ୍‌ ଓଭରରେ ଦୁନିଆର ସବୁଠୁ ଘାତକ ବୋଲର ଭାବେ ଜଣାଶୁଣା ବୁମ୍‌ରା ବୁଧବାର ୬ ଡିସେମ୍ବରକୁ ୨୪ ବର୍ଷରେ ପାଦ ଦେଇଛନ୍ତି। ଏଥର ଜନ୍ମଦିନ ତାଙ୍କ ପାଇଁ ଅଧିକ ଖୁସି ଆଣିଛି। କାରଣ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପାଇଁ ଭାରତୀୟ ଟେଷ୍ଟ ଟିମ୍‌ ଘୋଷିତ ହୋଇଛି। ଯେଉଁଥିରେ ବୁମ୍‌ରାଙ୍କୁ ବି ଦଳରେ ସ୍ଥାନ ମିଳିଛି।

ଟିମ୍‌ ଇଣ୍ଡିଆର ଜଣେ ଷ୍ଟାର୍‌ କ୍ରିକେଟର୍‌ ହେବା ସଫର ତାଙ୍କ ପାଇଁ ସହଜ ନଥିଲା। ଅନେକ ବାଧାବଘ୍ନ ସହି ସେ ଆଜି ସଫଳ ବୋଲର ହୋଇପାରିଛନ୍ତି।  ୧୯୯୩ ମସିହା ଗୁଜରାଟର ଅହମଦାବାଦରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ବୁମ୍‌ରା। ସେ ଯେତେବେଳେ ୭ ବର୍ଷରେ ହୋଇଥିଲେ ସେତେବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା। ଏହାପରେ ତାଙ୍କ ମା ହିଁ ବୁମ୍‌ରା ଓ ତାଙ୍କ ବଡ଼ ଭଉଣୀଙ୍କୁ ବଡ଼ କରିଥିଲେ।

ପିଲାଦିନୁ ବୁମ୍‌ରା କ୍ରିକେଟ ପାଇଁ ଦିୱାନ ଥିଲେ। ଦିନସାରା ଘରର କାନ୍ଥକୁ ବୋଲିଂ କରୁଥିଲେ। କାନ୍ଥର ବଲ ବାଜୁଥିବାରୁ ଏହାର ଶବ୍ଦ ଜୋର ହେଇଥିଲା। ତେଣୁ ବିରକ୍ତ ହୋଇ ମା ବୁମ୍‌ରାକୁ କହୁଥିଲେ କି ଏମିତ ବୋଲିଂ କର ଯେମିତି ବଲ୍‌ କାନ୍ଥରେ ନ ବାଜ ଏବଂ ଶବ୍ଦ କମ୍‌ ହେଉ। ଏହାପରେ ବୁମ୍‌ରା କାନ୍ଥ ଓ ଚଟାଣକୁ ଜୋଡୁଥିବା ସ୍ଥାନକୁ ଲାଗାତର ବୋଲିଂ କରିବାକୁ ଲାଗିଲେ। ଯାହାଫଳରେ ସେଥିରୁ ଶବ୍ଦ କମ୍‌ ହେଉଥିଲା। ଏହାକୁ ୟର୍କର ବୋଲିଂ କୁହାଯାଏ ବୋଲି ସେତେବେଳେ ବୁମ୍‌ରା କିମ୍ବା ତାଙ୍କ ମା ଜଣିନଥିଲେ। ତାଙ୍କ ମା ଏକ ଇଣ୍ଟର୍ଭ୍ୟୁରେ କହିଛନ୍ତି ଯେ, ତାଙ୍କର ଏହି କଥାରୁ ବୁମ୍‌ରା ୟର୍କର ବୋଲିଂ କରିବା ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story