କଳିଙ୍ଗ ଷ୍ଟାଡ଼ିୟମରେ ଦୁଃସାହସିକ କ୍ରୀଡ଼ା: ରାଜ୍ୟ ସ୍ତରୀୟ ସ୍ପୋର୍ଟ୍ସ କ୍ଲାଇମ୍ବିଂ ଚାମ୍ପିୟନସିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡ଼ିୟମର ନୂଆ ସ୍ପୋର୍ଟ୍ସ କ୍ଲାଇମ୍ବିଂ ଓ୍ୱାଲ। ଆଉ ୬୦ଫୁଟ ଓ୍ୱାଲର ଟପକୁ ଛୁଇଁବାକୁ ନେଇ ଚାଲିଛି ପ୍ରତିଯୋଗିତା। ଜଣେ ପରେ ଜଣେ ପ୍ରତିଯୋଗୀ ଓ୍ୱାଲରେ ଥିବା ହୋଲ୍ ଏବଂ କ୍ଲାମ୍ପକୁ ଧରି ଉପରକୁ ଚଢୁଛନ୍ତି। ତାଙ୍କୁ ଗାଇଡ କରୁଛନ୍ତି ଟ୍ରେନର।  ଦୁଃସାହସିକ ଏହି କ୍ରୀଡାକୁ ନେଇ ଓଡ଼ିଶା ସ୍ପୋର୍ଟ୍ସ କ୍ଲାଇମ୍ବିଂ ଆସୋସିଏସନ ପକ୍ଷରୁ ଆୟୋଜିତ ହୋଇଥିଲା ୨ଦିନିଆ ରାଜ୍ୟ ସ୍ତରୀୟ ଚାମ୍ପିୟନସିପ। ଯେଉଁଥିରେ ସବ-ଜୁନିୟର, ଜୁନିୟର ଓ ସିନିୟର ବର୍ଗରେ ପ୍ରତିଯୋଗିତା ହୋଇଥିଲା। […]

vlcsnap-9789-04-26-19h29m11s211

vlcsnap-9789-04-26-19h29m11s211

Rakesh Mallick
  • Published: Monday, 25 June 2018
  • Updated: 25 June 2018, 01:37 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡ଼ିୟମର ନୂଆ ସ୍ପୋର୍ଟ୍ସ କ୍ଲାଇମ୍ବିଂ ଓ୍ୱାଲ। ଆଉ ୬୦ଫୁଟ ଓ୍ୱାଲର ଟପକୁ ଛୁଇଁବାକୁ ନେଇ ଚାଲିଛି ପ୍ରତିଯୋଗିତା। ଜଣେ ପରେ ଜଣେ ପ୍ରତିଯୋଗୀ ଓ୍ୱାଲରେ ଥିବା ହୋଲ୍ ଏବଂ କ୍ଲାମ୍ପକୁ ଧରି ଉପରକୁ ଚଢୁଛନ୍ତି। ତାଙ୍କୁ ଗାଇଡ କରୁଛନ୍ତି ଟ୍ରେନର।  ଦୁଃସାହସିକ ଏହି କ୍ରୀଡାକୁ ନେଇ ଓଡ଼ିଶା ସ୍ପୋର୍ଟ୍ସ କ୍ଲାଇମ୍ବିଂ ଆସୋସିଏସନ ପକ୍ଷରୁ ଆୟୋଜିତ ହୋଇଥିଲା ୨ଦିନିଆ ରାଜ୍ୟ ସ୍ତରୀୟ ଚାମ୍ପିୟନସିପ। ଯେଉଁଥିରେ ସବ-ଜୁନିୟର, ଜୁନିୟର ଓ ସିନିୟର ବର୍ଗରେ ପ୍ରତିଯୋଗିତା ହୋଇଥିଲା। ପ୍ରଥମ ଥର ପାଇଁ ଏହି କ୍ଲାଇମ୍ବିଂ ଓ୍ୱାଲରେ ପ୍ରତିଦ୍ୱନ୍ଦିତା କରି ଅନେକ ସ୍ୱପ୍ନ ଦେଖିଛନ୍ତି ପ୍ରତିଯୋଗୀ।

ଦୁଃସାହସିକ କ୍ରୀଡା ସ୍ପୋର୍ଟ୍ସ କ୍ଲାଇମ୍ବିଂ ଆମ ରାଜ୍ୟରେ ସେତେ ଜଣାଶୁଣା ନୁହେଁ କି ଏଠାରେ ଭଲ କୋଚ ନାହାନ୍ତି।  କ୍ରୀଡାର ମଧ୍ୟ ସେତେ ପ୍ରଚାର ପ୍ରସାର ହୋଇ ନାହିଁ। ତେବେ ଓ୍ୱାଲ୍ ଚଢିବା ପୂର୍ବରୁ ସାବାଧାନତାର ସହ ନିଜ ଦେହରେ ବିଭିନ୍ନ ଇକ୍ୟୁପ୍‌ମେଣ୍ଟ ସହ ସ୍ୱତନ୍ତ୍ର ଯୋତା ପିନ୍ଧିଥିଲେ ପ୍ରତିଯୋଗୀ। ଏହାସହ ଅଘଟଣକୁ ଏଡାଇବା ପାଇଁ ତଳେ ରହିଥିଲେ ଗାର୍ଡ। ପ୍ରତିଯୋଗିତାରେ ଭାଗ ନେଇଥିବା ୨୮ ଜଣ ଖେଳାଳିଙ୍କୁ ପ୍ରଥମେ ୨ଦିନ ପ୍ରଶିକ୍ଷଣ ଦିଆଯାଇଥିଲା। ଏହାପରେ ସ୍ପିଡ ଏବଂ ଲିଡ୍ ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା।

କୋଲକାତାର ଏକ ପ୍ରଫେସନାଲ ଗ୍ରୁପ ଦ୍ୱାର ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭାରତରେ ସର୍ବ ପ୍ରଥମ ଆନ୍ତର୍ଜାତିକ ସ୍ତରର ସ୍ପୋର୍ଟ କ୍ଲାଇମ୍ବିଂ କଳିଙ୍ଗ ଷ୍ଟାଡ଼ିୟମରେ ରାଜ୍ୟ ସରକାର ନିର୍ମାଣ କରିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ ଏହି ଦୁଃସାହସିକ କ୍ରୀଡାର ପ୍ରସାର ହୋଇପାରିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story