ବାରବାଟୀ ଟି-୨୦: ଟସ୍‌ ହାରି ଭାରତର ବ୍ୟାଟିଂ

କଟକ (ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଯାଇଛି ବାରବାଟୀ ମହାସମର। ଶ୍ରୀଲଙ୍କା ଅଧିନାୟକ ଉପୁଲ ଥରଙ୍ଗା ଓ ଭାରତୀୟ କ୍ରିକେଟ୍‌ ଟିମ୍‌ ଅଧିନାୟକ ରୋହିତ ଶର୍ମା ଟସ୍‌ କରିବାକୁ ପଡ଼ିଆକୁ ଆସିଥିଲେ। ଶ୍ରୀଲଙ୍କା ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ଶ୍ରୀଲଙ୍କ ବିରୋଧରେ ଭାରତ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ପ୍ରଥମ ମ୍ୟାଚ ଆଜି ବାରବାଟୀରେ ହେଉଥିବା ବେଳେ ପରବର୍ତ୍ତୀ ମ୍ୟାଚ ଗୁଡ଼ିକ ଇନ୍ଦୋର ଓ ମୁମ୍ବାଇରେ ହେବ। ଟେଷ୍ଟ ଓ ଦିନିକିଆରେ ଭାରତ ସିରିଜ୍‌ […]

srilanka won toss in barabati

srilanka won toss in barabati

Rakesh Mallick
  • Published: Wednesday, 20 December 2017
  • Updated: 20 December 2017, 07:04 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଯାଇଛି ବାରବାଟୀ ମହାସମର। ଶ୍ରୀଲଙ୍କା ଅଧିନାୟକ ଉପୁଲ ଥରଙ୍ଗା ଓ ଭାରତୀୟ କ୍ରିକେଟ୍‌ ଟିମ୍‌ ଅଧିନାୟକ ରୋହିତ ଶର୍ମା ଟସ୍‌ କରିବାକୁ ପଡ଼ିଆକୁ ଆସିଥିଲେ। ଶ୍ରୀଲଙ୍କା ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି।

ଶ୍ରୀଲଙ୍କ ବିରୋଧରେ ଭାରତ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ପ୍ରଥମ ମ୍ୟାଚ ଆଜି ବାରବାଟୀରେ ହେଉଥିବା ବେଳେ ପରବର୍ତ୍ତୀ ମ୍ୟାଚ ଗୁଡ଼ିକ ଇନ୍ଦୋର ଓ ମୁମ୍ବାଇରେ ହେବ। ଟେଷ୍ଟ ଓ ଦିନିକିଆରେ ଭାରତ ସିରିଜ୍‌ ଜିତିବା ପରେ ଟି-୨୦କୁ ହାତେଇବା ପାଇଁ ଉଭୟ ଦଳ ଚେଷ୍ଟା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story