ଫ୍ରେଞ୍ଚ ଓପନ୍‌କୁ ବି କବ୍‌ଜା କଲେ ଶ୍ରୀକାନ୍ତ: ୫ ମାସରେ ୪ଟି ସୁପରସିରିଜ ଜିତି ସୃଷ୍ଟି କଲେ ଇତିହାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଶ୍ରୀକାନ୍ତଙ୍କ ଆଉ ଏକ କୀର୍ତ୍ତିମାନ। ଡେନମାର୍କ ଓପନ ପରେ ଫ୍ରେଞ୍ଚ ଓପନ ଟାଇଟଲକୁ ବି ସେ ନିଜ ନାଁରେ କରିଛନ୍ତି। ରବିବାର ଖେଳାଯାଇଥିବା ଫ୍ରେଞ୍ଚ ଓପନ ଫାଇନାଲ ମ୍ୟାଚ୍‌ରେ ଜାପାନର ନିସିମଟୋଙ୍କୁ ୨୧-୧୪, ୨୧-୧୩ ସେଟ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଆଜିର ସଫଳତା ପରେ ଶ୍ରୀକାନ୍ତ ଶେଷ ୫ ମାସରେ ୪ଟି ସୁପରସିରିଜ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ […]

kidambi-srikanth-pti_806x605_51508698347

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 10:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଶ୍ରୀକାନ୍ତଙ୍କ ଆଉ ଏକ କୀର୍ତ୍ତିମାନ। ଡେନମାର୍କ ଓପନ ପରେ ଫ୍ରେଞ୍ଚ ଓପନ ଟାଇଟଲକୁ ବି ସେ ନିଜ ନାଁରେ କରିଛନ୍ତି। ରବିବାର ଖେଳାଯାଇଥିବା ଫ୍ରେଞ୍ଚ ଓପନ ଫାଇନାଲ ମ୍ୟାଚ୍‌ରେ ଜାପାନର ନିସିମଟୋଙ୍କୁ ୨୧-୧୪, ୨୧-୧୩ ସେଟ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଆଜିର ସଫଳତା ପରେ ଶ୍ରୀକାନ୍ତ ଶେଷ ୫ ମାସରେ ୪ଟି ସୁପରସିରିଜ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହି ରେକର୍ଡ କରିଛନ୍ତି। ପୂର୍ବରୁ ସାଇନା ନେହୱାଲ ଗୋଟିଏ ବର୍ଷରେ ୩ଟି ସୁପର ସିରିଜ ଜିତି ରେକର୍ଡ କରିଥିଲେ। ୨୦୧୭ ଜୁନ ୧୮ରେ ଶ୍ରୀକାନ୍ତ ଇଣ୍ଡୋନେସିଆ ଓପନ ଜିତିବା ସହ ୨୫ ଜୁନରେ   ଅଷ୍ଟ୍ରେଲିଆ ଓପନ, ୨୨ ଅକ୍ଟୋବରରେ ଡେନମାର୍କ ଓପନ ଥିଲେ ଏବଂ ଆଜି ଫ୍ରେଞ୍ଚ ଓପନ ଜିତି ଏକ ଇତିହାସ ସୃଷ୍ଟି କରିଛନ୍ତି ଏହି ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story