ଶ୍ରୀକାନ୍ତଙ୍କୁ ଡେନମାର୍କ ଓପନ ମୁକୁଟ: ୩୭ ବର୍ଷ ପରେ କୌଣସି ଭାରତୀୟ ପୁରୁଷ ଖେଳାଳିଙ୍କୁ ମିଳିଲା ଏହି ଟାଇଟଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର ଦିନ ଭାରତକୁ ମିଶ୍ର ସଫଳତା ମିଳିଛି। ଏସିଆ କପ ହକିରେ ଭାରତ ଚାମ୍ପିୟନ ହେଇଥିବା ବେଳେ କ୍ରିକେଟ୍‌ରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୬ ୱିକେଟ୍‌ରେ ପରାସ୍ତ ହୋଇଛି। କିନ୍ତୁ ଏହି ଦିନ ଭାରତ ପାଇଁ ଆଉ ଏକ ଖୁସି ଆଣିଦେଇଛନ୍ତି ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଶ୍ରୀକାନ୍ତ। ସେ ଡେନମାର୍କ ଓପନରେ ଚାମ୍ପିୟନ ହୋଇଛନ୍ତି। ଫାଇନାଲ ମୁକାବିଲାରେ ଶ୍ରୀକାନ୍ତ କୋରିଆର ଲି ହ୍ୟୁନ୍‌ଙ୍କୁ ଭେଟିଥିଲେ। ଏହି ମ୍ୟାଚ୍‌ରେ ଶ୍ରୀକାନ୍ତ ୨୧-୧୦, ୨୧-୫ ସେଟ୍‌ରେ […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 12:22 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର ଦିନ ଭାରତକୁ ମିଶ୍ର ସଫଳତା ମିଳିଛି। ଏସିଆ କପ ହକିରେ ଭାରତ ଚାମ୍ପିୟନ ହେଇଥିବା ବେଳେ କ୍ରିକେଟ୍‌ରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୬ ୱିକେଟ୍‌ରେ ପରାସ୍ତ ହୋଇଛି। କିନ୍ତୁ ଏହି ଦିନ ଭାରତ ପାଇଁ ଆଉ ଏକ ଖୁସି ଆଣିଦେଇଛନ୍ତି ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଶ୍ରୀକାନ୍ତ। ସେ ଡେନମାର୍କ ଓପନରେ ଚାମ୍ପିୟନ ହୋଇଛନ୍ତି। ଫାଇନାଲ ମୁକାବିଲାରେ ଶ୍ରୀକାନ୍ତ କୋରିଆର ଲି ହ୍ୟୁନ୍‌ଙ୍କୁ ଭେଟିଥିଲେ। ଏହି ମ୍ୟାଚ୍‌ରେ ଶ୍ରୀକାନ୍ତ ୨୧-୧୦, ୨୧-୫ ସେଟ୍‌ରେ ଲି ହ୍ୟୁନ୍‌ଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଶ୍ରୀକାନ୍ତ ପ୍ରତିପକ୍ଷ ଖେଳାଳିଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଭାରି ପଡିଥିଲେ।

ଏହି ବିଜୟ ସହ ଦୀର୍ଘ ୩୭ ବର୍ଷ ପରେ କୌଣସି ପୁରୁଷ ଭାରତୀୟ ଖେଳାଳି ଡେନମାର୍କ ଓପନ ଚାମ୍ପିୟନ ହେବାର ରେକର୍ଡ ନିଜ ନାଁରେ କରିଛନ୍ତି। କେବଳ ଏତିକି ନୁହେଁ ଶ୍ରୀକାନ୍ତ ଚଳିତ ବର୍ଷରେ ଏହି ବିଜୟ ସହ ୩ଟି ସିରିଜକୁ କବ୍‌ଜା କରିନେଇଛନ୍ତି। ଏହି ଟାଇଟଲ ହାତେଇବା ପରେ ଶ୍ରୀକାନ୍ତା ତାଙ୍କ ଜୀବନର ୫ଟି ସୁପର ସିରିଜ ଟାଇଟଲ ହାତେଇବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story