ବିମାନ ବନ୍ଦରରୁ ଫେରିଗଲା ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌: ଦିନିକିଆ ସିରିଜ ଏବେ ଆଶଙ୍କା ଘେରରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟେଷ୍ଟ ପରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ହେବାକୁ ଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଏବେ ଆଶଙ୍କା ଘେରରେ। ଦିନିକିଆ ସିରିଜ ପାଇଁ ଭାରତ ଗସ୍ତରେ ଆସିବାକୁ ଥିବା ୯ଜଣ ଶ୍ରୀଲଙ୍କା ଖେଳାଳି କଲମ୍ବୋ ବିମାନ ବନ୍ଦରରୁ ଫେରିଯାଇଛନ୍ତି। ଭାରତ ଗସ୍ତ ପାଇଁ ସମସ୍ତ ଖେଳାଳି ବିମାନ ବନ୍ଦରରେ ପହଞ୍ଚିଯାଇଥିଲେ। କିନ୍ତୁ  ହଠାତ ସେମାନେ ଭାରତ ନଆସି ଫେରିଯାଇଛନ୍ତି। ପ୍ରଥମ ଦିନିକିଆ ଡିସେମ୍ବର ୧୦ ତାରିଖରେ ଧର୍ମଶାଳାରେ ଖେଳାଯିବାକୁ ଥିବା ବେଳେ […]

sri-lanka

sri-lanka

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 08:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟେଷ୍ଟ ପରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ହେବାକୁ ଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଏବେ ଆଶଙ୍କା ଘେରରେ। ଦିନିକିଆ ସିରିଜ ପାଇଁ ଭାରତ ଗସ୍ତରେ ଆସିବାକୁ ଥିବା ୯ଜଣ ଶ୍ରୀଲଙ୍କା ଖେଳାଳି କଲମ୍ବୋ ବିମାନ ବନ୍ଦରରୁ ଫେରିଯାଇଛନ୍ତି। ଭାରତ ଗସ୍ତ ପାଇଁ ସମସ୍ତ ଖେଳାଳି ବିମାନ ବନ୍ଦରରେ ପହଞ୍ଚିଯାଇଥିଲେ। କିନ୍ତୁ  ହଠାତ ସେମାନେ ଭାରତ ନଆସି ଫେରିଯାଇଛନ୍ତି। ପ୍ରଥମ ଦିନିକିଆ ଡିସେମ୍ବର ୧୦ ତାରିଖରେ ଧର୍ମଶାଳାରେ ଖେଳାଯିବାକୁ ଥିବା ବେଳେ ଶ୍ରୀଲଙ୍କା ଖେଳାଳି ଭାରତ ଗସ୍ତ ନ କରି ଫେରିଯିବା ଘଟଣା ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଛି।

ସୂଚନା ଅନୁସାରେ ଶ୍ରୀଲଙ୍କା ଖେଳାଳିଙ୍କୁ ତାଙ୍କ ଦେଶର କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଅନୁମତି ନ ମିଳିବାରୁ ୯ଜଣ ଖେଳାଳି ବିମାନବନ୍ଦରରୁ ଫେରିଯାଇଛନ୍ତି। ଶ୍ରୀଲଙ୍କା ଖେଳାଳି ବିଦେଶରେ କୌଣସି ପ୍ରତିଯୋଗିତାରେ ଭାଗନେବାକୁ ଯିବା ପୂର୍ବରୁ କ୍ରୀଡାମନ୍ତ୍ରୀଙ୍କ ଠାରୁ ଅନୁମତି ନେବା ନିଅମ ରହିଛି। ଯାହା ଜଣାପଡ଼ିଛି ସିରିଜ ପାଇଁ ଶ୍ରୀଲଙ୍କା ଟିମ୍‌ ଘୋଷଣା ହେବାପରେ କ୍ରୀଡାମନ୍ତ୍ରୀଙ୍କ ଠାରୁ ଅନୁମତି ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ନିଜେ କ୍ରୀଡାମନ୍ତ୍ରୀ ଖେଳାଳି ଚୟନରେ ଅସନ୍ତୁଷ୍ଟ ଥିବା କୁହାଯାଇଛି, ତେଣୁ ଟିମ୍‌କୁ ଅନୁମତି ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story