ଭାରତରେ ଶ୍ରୀଲଙ୍କା ଟିମ୍‌: କଙ୍ଗାରୁ ଓ କିୱି ଚିତ୍‌ ପରେ ଏବେ ପାଳି ସିଂହଳୀ ଦଳର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଶ୍ରୀଲଙ୍କାର ୧୫ ଜଣିଆ କ୍ରିକେଟ୍‌ ଟିମ୍‌ ୩ଟି ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବା ପାଇଁ ଭାରତରେ ପହଞ୍ଚିଛି। ନଭେମ୍ବର ୧୬ ତାରିଖରେ କୋଲକାତାର ଇଡେନ ଗାର୍ଡେନ ଠାରେ ପ୍ରଥମ ଟେଷ୍ଟ ଖେଳାଯିବ। ଶ୍ରୀଲଙ୍କା ଟିମ୍‌ ପାଇଁ କିନ୍ତୁ ଏହି ସିରିଜ ସହଜ ହେବନାହିଁ। କାରଣ ଶ୍ରୀଲଙ୍କା ମାଟିରେ ଭାରତ ଯାଇ କ୍ଲିନ୍‌ ସୁଇପ୍‌ କରିଥିବା ବେଳେ ନିକଟରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ସିରିଜ କବ୍‌ଜା କରିନେଇଛି। […]

sl-team-2_1510212868

sl-team-2_1510212868

Rakesh Mallick
  • Published: Thursday, 09 November 2017
  • Updated: 09 November 2017, 04:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଶ୍ରୀଲଙ୍କାର ୧୫ ଜଣିଆ କ୍ରିକେଟ୍‌ ଟିମ୍‌ ୩ଟି ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବା ପାଇଁ ଭାରତରେ ପହଞ୍ଚିଛି। ନଭେମ୍ବର ୧୬ ତାରିଖରେ କୋଲକାତାର ଇଡେନ ଗାର୍ଡେନ ଠାରେ ପ୍ରଥମ ଟେଷ୍ଟ ଖେଳାଯିବ। ଶ୍ରୀଲଙ୍କା ଟିମ୍‌ ପାଇଁ କିନ୍ତୁ ଏହି ସିରିଜ ସହଜ ହେବନାହିଁ। କାରଣ ଶ୍ରୀଲଙ୍କା ମାଟିରେ ଭାରତ ଯାଇ କ୍ଲିନ୍‌ ସୁଇପ୍‌ କରିଥିବା ବେଳେ ନିକଟରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ସିରିଜ କବ୍‌ଜା କରିନେଇଛି। ଫଳରେ ଭାରତୀୟ ଖେଳାଳିଙ୍କ ମନବଳ ଏବେ ଦୃଢ ଅଛି। ଏହି ଦୃଷ୍ଟିରୁ ଭାରତକୁ ଭାରତରେ ହରାଇବା ଶ୍ରୀଲଙ୍କା ପାଇଁ କାଠିକର ପାଠ ହେବ। ଏହା ପୂର୍ବରୁ ଶ୍ରୀଲଙ୍କା, ପାକିସ୍ତାନ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ୍‌ରୁ ୨ଟିରେ ବିଜୟୀ ହୋଇଥିଲେ ହିଁ ଦିନିକିଆରେ କିନ୍ତୁ ପାକିସ୍ତାନ ଠାରୁ ଲଜ୍ଜାଜନକ ଭାବେ ୫ଟି ମ୍ୟାଚ୍‌ରୁ ୫ଟିରେ ପରାସ୍ତ ହୋଇଥିଲା। ତେଣୁ ଶ୍ରୀଲଙ୍କା ଖେଳାଳି ଭାରତ ବିପକ୍ଷରେ କିପରି ଭଲ ପ୍ରଦର୍ଶନ କରିବେ ସେଥିପାଇଁ ଏକ ନୂତନ ରଣକୌଶଳ ସହ ପଡିଆକୁ ଓହ୍ଲାଇବ। ଆସନ୍ତା ୧୧ ତାରିଖରେ ବୋର୍ଡ ପ୍ରେସିଡେଣ୍ଟ ଇଲେଭେନ୍‌ ସହ ଶ୍ରୀଲଙ୍କା ଏକ ୱାର୍ମ ଅପ୍‌ ମ୍ୟାଚ୍‌ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story