ଭାରତର ବିଶାଳ ସ୍କୋର୍‌ ଜବାବରେ ଶ୍ରୀଲଙ୍କା ଫଲୋନ୍‌ ଆଡକୁ ଅଗ୍ରସର

ଭୁବନେଶ୍ୱର: ଗାଲେ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୫ ୱିକେଟ୍‌ ହରାଇ ୧୫୪ ରନ ସଂଗ୍ରହ କରିଛି। ଶ୍ରୀଲଙ୍କା ପକ୍ଷରୁ ଉପଲ ଥରଙ୍ଗା ୬୪ ରନ କରି ଆଉଟ୍‌ ହୋଇଯାଇଥିବା ବେଳେ ମାଥ୍ୟୁସ୍‌ ୫୪ ରନ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ଶାମି ୨ଟି ୱିକେଟ୍‌, ଉମେଶ ଯାଦବ ଓ ଅଶ୍ୱନୀ ଗୋଟିଏ ଲେଖାଁଏ ୱିକେଟ୍ ନେଇଛନ୍ତି।  ଏହାପୂର୍ବରୁ ଭାରତ ପ୍ରଥମ […]

Mohammed Shami

Mohammed Shami

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 11:04 PM IST

Sports

Latest News

ଭୁବନେଶ୍ୱର: ଗାଲେ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୫ ୱିକେଟ୍‌ ହରାଇ ୧୫୪ ରନ ସଂଗ୍ରହ କରିଛି। ଶ୍ରୀଲଙ୍କା ପକ୍ଷରୁ ଉପଲ ଥରଙ୍ଗା ୬୪ ରନ କରି ଆଉଟ୍‌ ହୋଇଯାଇଥିବା ବେଳେ ମାଥ୍ୟୁସ୍‌ ୫୪ ରନ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ଶାମି ୨ଟି ୱିକେଟ୍‌, ଉମେଶ ଯାଦବ ଓ ଅଶ୍ୱନୀ ଗୋଟିଏ ଲେଖାଁଏ ୱିକେଟ୍ ନେଇଛନ୍ତି।  ଏହାପୂର୍ବରୁ ଭାରତ ପ୍ରଥମ ପାଳିରେ ୬୦୦ ରନ୍‌ର ଏକ ବିଶାଳ ସ୍କୋର କରିପାରିଥିଲା। ଶିଖର ଧାୱନ ବିସ୍ଫୋରକ ୧୯୦  ଏବଂ ଚେତେଶ୍ୱର ପୂଜାରା ୧୫୩ ରନ୍‌ର ବିସ୍ଫୋରକ ପାଳି ଖେଳି ଭାରତର ସ୍କୋରକୁ ୬୦୦ ରନ୍‌ରେ ପହଞ୍ଚାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story