ଶ୍ରୀଲଙ୍କା ଆଗରେ ଟିମ୍‌ ଇଣ୍ଡିଆ ଚିତ୍‌: ସେମିଫାଇନାଲ୍‌ ପାଇଁ ଭାରତକୁ ଶେଷ ମ୍ୟାଚ୍‌ ଜିତିବାକୁ ହେବ

ମୁମ୍ବାଇ:ଟିମ୍‌ ଇଣ୍ଡିଆକୁ ୭ ୱିକେଟ୍‌ରେ ପରାସ୍ତ କରି ସେମିଫାଇନାଲ୍‌ ରେସରେ ସାମିଲ୍‌ ହେଲା ଶ୍ରୀଲଙ୍କା। ଇଣ୍ଡିଆ ୩୨୧ ରନର ବିଶାଳ ସ୍କୋର କରିଥିଲେ ବି ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍ ଅତି ସହଜରେ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲେ। ମାତ୍ର ୩ୱିକେଟ୍‌ ହାରାଇ ଶ୍ରୀଲଙ୍କା ଏହି ଲକ୍ଷ୍ୟ ହାସଲ କରିନେଇଛି। ଫଳରେ ଟିମ୍‌ ଇଣ୍ଡିକୁ ସେମିଫାଇନାଲରେ ସ୍ଥାନ ପାଇବାକୁ ହେଲେ ଶେଷ ମ୍ୟାଚ୍‌କୁ ଯିତିବାକୁ ହେବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ମ୍ୟାଚ୍‌ରେ ଯଦି ଇଣ୍ଡିଆ ଜିତିବ ତେବେ ସେମିଫାଇନାଲରେ ପହଞ୍ଚିବ।

srilanka

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 11:03 PM IST

Related story