ଭାରତୀୟ ଘାତକ ବୋଲିଂ ଆଗରେ ଶ୍ରୀଲଙ୍କାର ଅତ୍ମସମର୍ପଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଆଗରେ ୨୧୬ରନର ବିଜୟ ଲକ୍ଷ୍ୟ। ଶ୍ରୀଲଙ୍କା ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ୨୧୫ରନରେ ଅଲ୍‌ ଆଉଟ୍‌ ହୋଇଯାଇଛି। ଭାରତୀୟ ବୋଲରଙ୍କ ଘାତକ ବୋଲଂକୁ ସାମ୍ନା କରିପାରିନି ଶ୍ରୀଲଙ୍କା ଟିମ୍‌। ଶ୍ରୀଲଙ୍କା ପକ୍ଷରୁ ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଉପୁଲ ତରଙ୍ଗା ୯୫ରନର ଏକ ମୂଲ୍ୟବାନ ପାଳି ଖେଳିଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲେ। ଭାରତ ପକ୍ଷରୁ ଚହଲ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ୍‌ ନେଇଥିବା […]

dc-Cover-t76fisg5jqkn2s3cgt1spp33m4-20171217165048.Medi

Rakesh Mallick
  • Published: Sunday, 17 December 2017
  • Updated: 17 December 2017, 05:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଆଗରେ ୨୧୬ରନର ବିଜୟ ଲକ୍ଷ୍ୟ। ଶ୍ରୀଲଙ୍କା ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ୨୧୫ରନରେ ଅଲ୍‌ ଆଉଟ୍‌ ହୋଇଯାଇଛି। ଭାରତୀୟ ବୋଲରଙ୍କ ଘାତକ ବୋଲଂକୁ ସାମ୍ନା କରିପାରିନି ଶ୍ରୀଲଙ୍କା ଟିମ୍‌। ଶ୍ରୀଲଙ୍କା ପକ୍ଷରୁ ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଉପୁଲ ତରଙ୍ଗା ୯୫ରନର ଏକ ମୂଲ୍ୟବାନ ପାଳି ଖେଳିଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲେ। ଭାରତ ପକ୍ଷରୁ ଚହଲ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ୍‌ ନେଇଥିବା ବେଳେ ହାର୍ଦ୍ଦିକ ପଟେଲ୍‌ ୨ଟି,  ବୁମ୍‌ରା ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ୱିକେଟ୍‌ ନେଇ ଶ୍ରୀଲଙ୍କାର  ସ୍କୋରକୁ ୨୧୫ରନ ଭିତରେ ଅଟକାଇଥିଲେ।

https://youtu.be/nV0mOisyWVg?t=6

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story