ଷ୍ଟାର ଇଣ୍ଡିଆ ୧୬,୩୪୭ କୋଟିରେ କିଣିଲା ଆଇପିଏଲ୍‌ ପ୍ରସାରଣ ଅଧିକାର

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଆଇପିଏଲର ପ୍ରସାରଣ ଅଧିକାର ଏବେ ଷ୍ଟାର ଇଣ୍ଡିଆ ହାତରେ। ଷ୍ଟାର ଇଣ୍ଡିଆ ୧୬,୩୪୭ କୋଟି ଟଙ୍କାରେ ଏହି ଅଧିକାର ପାଇଛି। ଟିଭି ଓ ଡିଜିଟାଲ୍‌ରେ ପ୍ରସାରଣ ପାଇଁ ଷ୍ଟାର ଇଣ୍ଡିଆକୁ ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ଏହି ଅଧିକାର ମିଳିଛି। ଏହା ପୂର୍ବରୁ ଦୀର୍ଘବର୍ଷ ଧରି ସୋନି ନିକଟରେ ଟିଭି ଓ ଡିଜିଟାଲରେ ପ୍ରସାରଣ ଅଧିକାର ରହିଥିଲା। ୨୦୦୯ରେ ସୋନି ଚ୍ୟାନେଲ୍ ଆଇପିଏଲ୍ ପ୍ରସାରଣ ପାଇଁ ୧.୬୩ ଆରବ ଡଲାର ଦେଇ ଅଧିକାର […]

Rakesh Mallick
  • Published: Monday, 04 September 2017
  • Updated: 04 September 2017, 04:06 PM IST

Sports

Latest News

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଆଇପିଏଲର ପ୍ରସାରଣ ଅଧିକାର ଏବେ ଷ୍ଟାର ଇଣ୍ଡିଆ ହାତରେ। ଷ୍ଟାର ଇଣ୍ଡିଆ ୧୬,୩୪୭ କୋଟି ଟଙ୍କାରେ ଏହି ଅଧିକାର ପାଇଛି। ଟିଭି ଓ ଡିଜିଟାଲ୍‌ରେ ପ୍ରସାରଣ ପାଇଁ ଷ୍ଟାର ଇଣ୍ଡିଆକୁ ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ଏହି ଅଧିକାର ମିଳିଛି। ଏହା ପୂର୍ବରୁ ଦୀର୍ଘବର୍ଷ ଧରି ସୋନି ନିକଟରେ ଟିଭି ଓ ଡିଜିଟାଲରେ ପ୍ରସାରଣ ଅଧିକାର ରହିଥିଲା। ୨୦୦୯ରେ ସୋନି ଚ୍ୟାନେଲ୍ ଆଇପିଏଲ୍ ପ୍ରସାରଣ ପାଇଁ ୧.୬୩ ଆରବ ଡଲାର ଦେଇ ଅଧିକାର ପାଇଥିଲା।

ଅନ୍ୟପଟେ ଷ୍ଟାର୍ ଇଣ୍ଡିଆ ଏହି ପ୍ରସାରଣ ଅଧିକାର ପାଇବା ପରେ ଖୁସି ଜାହିର କରିଛି। କମ୍ପାନୀର ଚ୍ୟାର୍‌ମ୍ୟାନ୍‌ କହିଛନ୍ତି ଆଇପିଏଲ୍‌ ଅଧିକାର ପାଇବା ପରେ ଏହାର ବିକାଶ ପ୍ରତି ଅଧିକ ଧ୍ୟାନ ଦେବାକୁ କହିଛନ୍ତି। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଆଇପିଏଲ ପ୍ରସାରଣ ଅଧିକାର ପାଇଁ ୨୪ଟି କମ୍ପାନୀ ଆବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story