ଶେଫିଲ୍ଡ ଶିଲ୍ଡ ଟୁର୍ଣ୍ଣାମେଣ୍ଟକୁ ଫେରିଲେ ସ୍ମିଥ୍ ଓ ୱାର୍ଣ୍ଣର୍‌

ସିଡନୀ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ୍ ୱାର୍ଣ୍ଣର୍ ପ୍ରାୟ ଦୁଇବର୍ଷ ପରେ ସେମାନଙ୍କର ପ୍ରଥମ ଘରୋଇ ଶେଫିଲ୍ଡ ଶିଲ୍ଡ ମ୍ୟାଚ୍ ଖେଳିବେ। ଉଭୟେ ବ୍ୟାଟ୍ସମ୍ୟାନ୍ ଗୁରୁବାର ନ୍ୟୁ ସାଉଥ୍ ୱେଲ୍ସ ପକ୍ଷରୁ କୁଇନ୍ସଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚରେ ମଇଦାନକୁ ଓହ୍ଲାଇବେ। ଦୁହେଁ ନଭେମ୍ବର, ୨୦୧୭ ପରେ ଶେଫିଲ୍ଡ ଶିଲ୍ଡ ଚାରିଦିନିଆ ମ୍ୟାଚ୍ ଖେଳିନାହାନ୍ତି। ୨୦୧୭ରେ ଶେଷଥର ପାଇଁ ସ୍ମିଥ୍ ଓ ୱାର୍ଣ୍ଣର୍ ନ୍ୟୁ ସାଉଥ୍ ୱେଲ୍ସ ପକ୍ଷରୁ ହିଁ କୁଇନ୍ସଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ଖେଳିଥିଲେ। ସ୍ମିଥ୍ […]

smith-and-warner

smith-and-warner

Ranjit Kumar Jena
  • Published: Monday, 07 October 2019
  • Updated: 07 October 2019, 08:18 PM IST

Sports

Latest News

ସିଡନୀ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ୍ ୱାର୍ଣ୍ଣର୍ ପ୍ରାୟ ଦୁଇବର୍ଷ ପରେ ସେମାନଙ୍କର ପ୍ରଥମ ଘରୋଇ ଶେଫିଲ୍ଡ ଶିଲ୍ଡ ମ୍ୟାଚ୍ ଖେଳିବେ। ଉଭୟେ ବ୍ୟାଟ୍ସମ୍ୟାନ୍ ଗୁରୁବାର ନ୍ୟୁ ସାଉଥ୍ ୱେଲ୍ସ ପକ୍ଷରୁ କୁଇନ୍ସଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚରେ ମଇଦାନକୁ ଓହ୍ଲାଇବେ। ଦୁହେଁ ନଭେମ୍ବର, ୨୦୧୭ ପରେ ଶେଫିଲ୍ଡ ଶିଲ୍ଡ ଚାରିଦିନିଆ ମ୍ୟାଚ୍ ଖେଳିନାହାନ୍ତି।

୨୦୧୭ରେ ଶେଷଥର ପାଇଁ ସ୍ମିଥ୍ ଓ ୱାର୍ଣ୍ଣର୍ ନ୍ୟୁ ସାଉଥ୍ ୱେଲ୍ସ ପକ୍ଷରୁ ହିଁ କୁଇନ୍ସଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ଖେଳିଥିଲେ। ସ୍ମିଥ୍ ଓ ୱାର୍ଣ୍ଣରଙ୍କୁ ମାର୍ଚ୍ଚ, ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ବଲ୍ ଟ୍ୟାମ୍ପରିଂ ମାମଲାରେ ବର୍ଷକ ପାଇଁ ବାସନ୍ଦ କରାଯାଇଥିଲା। ଦୁହିଁଙ୍କୁ ନିଜ ନିଜର ଅଷ୍ଟ୍ରେଲିଆ ସାଥୀ ଖେଳାଳି ମିଚେଲ୍ ଷ୍ଟାର୍କଙ୍କ ସହ ସୋମବାର ୨୦୧୯-୨୦ ସିଜନର ପ୍ରଥମ ରାଉଣ୍ଡ ମ୍ୟାଚ୍ ଖେଳିବା ପାଇଁ ଚୟନ କରାଯାଇଛି।

ସ୍ମିଥ୍ ଓ ୱାର୍ଣ୍ଣର ଅଗଷ୍ଟ-ସେପ୍ଟେମ୍ବରରେ ଆଶେସ୍ ସିରିଜ୍ ଜରିଆରେ ଟେଷ୍ଟ କ୍ରିକେଟକୁ କମବ୍ୟାକ୍ କରିଥିଲେ। ଏହି ସିରିଜରେ ସ୍ମିଥ୍ ଜବରଦସ୍ତ ପ୍ରଦର୍ଶନ କରି ୭୭୪ ରନ୍ କରିଥିବା ବେଳେ ୱାର୍ଣ୍ଣର୍ ମାତ୍ର ୯୫ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story