ରିଓ ଅଲିମ୍ପିକ୍‌ରେ ପଦକ ଜିତିବା ଶ୍ରୀକାନ୍ତଙ୍କ ଲକ୍ଷ୍ୟ

ହାଇଦ୍ରାବାଦ: କିଦାମ୍ବି ଶ୍ରୀକାନ୍ତ ରିଓ ଅଲିମ୍ପିକ୍‌ରେ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ବ୍ୟାଡ୍‌ମିଣ୍ଟନ୍ ଏସିଆ ଟିମ୍ ଚାମ୍ପିଅନସିପ୍‌ରେ ଆଖି ଦୃଶିଆ ପ୍ରଦର୍ଶନ କରି ଭାରତର ପୁରୁଷ ବର୍ଗର ଶ୍ରେଷ୍ଠ ମାନ୍ୟତାରେ ଥିବା ଶ୍ରୀକାନ୍ତ ରବିବାର ଏହା କହିଛନ୍ତି। ରିଓ ଅଲିମ୍ପିକ୍ ପାଇଁ ସେ କଠିନ ପରିଶ୍ରମ କରୁଥିବା କହିଛନ୍ତି। ଶ୍ରୀକାନ୍ତ ଆହୁରି କହିଛନ୍ତି ଯେ ବିଶ୍ୱ ମାନ୍ୟତା ପାଇଁ ସେ ଏବେ ତରତର ହେଉ ନାହାନ୍ତି। ବିଜୟ ଧାରା ଜାରି ରଖିବାକୁ ସେ ନିଜକୁ ପ୍ରସ୍ତୁତ […]

srikant

srikant

Rakesh Mallick
  • Published: Sunday, 21 February 2016
  • Updated: 22 February 2016, 05:01 AM IST

Sports

Latest News

ହାଇଦ୍ରାବାଦ: କିଦାମ୍ବି ଶ୍ରୀକାନ୍ତ ରିଓ ଅଲିମ୍ପିକ୍‌ରେ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ବ୍ୟାଡ୍‌ମିଣ୍ଟନ୍ ଏସିଆ ଟିମ୍ ଚାମ୍ପିଅନସିପ୍‌ରେ ଆଖି ଦୃଶିଆ ପ୍ରଦର୍ଶନ କରି ଭାରତର ପୁରୁଷ ବର୍ଗର ଶ୍ରେଷ୍ଠ ମାନ୍ୟତାରେ ଥିବା ଶ୍ରୀକାନ୍ତ ରବିବାର ଏହା କହିଛନ୍ତି। ରିଓ ଅଲିମ୍ପିକ୍ ପାଇଁ ସେ କଠିନ ପରିଶ୍ରମ କରୁଥିବା କହିଛନ୍ତି।

ଶ୍ରୀକାନ୍ତ ଆହୁରି କହିଛନ୍ତି ଯେ ବିଶ୍ୱ ମାନ୍ୟତା ପାଇଁ ସେ ଏବେ ତରତର ହେଉ ନାହାନ୍ତି। ବିଜୟ ଧାରା ଜାରି ରଖିବାକୁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏହା ଜାରି ରଖିଲେ ସେ ଦିନେ ବିଶ୍ୱର ଏକ ନମ୍ବର ସ୍ଥାନରେ ପହଞ୍ଚି ପାରିବେ।

ସୂଚନାଯୋଗ୍ୟ, ଶ୍ରୀଙ୍କାନ୍ତ ଏବେ ବିଶ୍ୱ ମାନ୍ୟତାର ନବମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos