ସୁଲତାନ୍‌ ଆଜ୍‌ଲାନ୍‌ ଶାହା କପ୍‌: ଆଜି ପାକିସ୍ତାନକୁ ଭେଟିବ ଭାରତ

ଇଫୋ (ମାଲେସିଆ): ୨୫ ତମ ସୁଲତାନ୍‌ ଆଜ୍‌ଲାନ୍‌ ଶାହା କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍‌ରେ ଭାରତ ବିଜୟ ଲାଭ କରି ମେଡାଲ ଜିତିବା ଲକ୍ଷ୍ୟରେ ରହିବ। ବିଗତ ଦିନରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପାଞ୍ଚଥର ବିଜୟୀ ହୋଇଛି। ଗତ ବର୍ଷ ଦଳ ମଧ୍ୟ ବ୍ରୋଞ୍ଚ ପଦକ ହାସଲ କରିଥିଲା। ଚଳିତ ବର୍ଷ ଦଳରେ ବହୁ ଯୁବ ଖେଳାଳି ରହିଥିବାରୁ ବଗତ ବର୍ଷଠାରୁ ଭଲ ପ୍ରଦର୍ଶନ କରିବାକୁ […]

sardar-hockey-trn-700

sardar-hockey-trn-700

Rakesh Mallick
  • Published: Tuesday, 12 April 2016
  • Updated: 12 April 2016, 02:22 AM IST

Sports

Latest News

ଇଫୋ (ମାଲେସିଆ): ୨୫ ତମ ସୁଲତାନ୍‌ ଆଜ୍‌ଲାନ୍‌ ଶାହା କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍‌ରେ ଭାରତ ବିଜୟ ଲାଭ କରି ମେଡାଲ ଜିତିବା ଲକ୍ଷ୍ୟରେ ରହିବ।

ବିଗତ ଦିନରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପାଞ୍ଚଥର ବିଜୟୀ ହୋଇଛି। ଗତ ବର୍ଷ ଦଳ ମଧ୍ୟ ବ୍ରୋଞ୍ଚ ପଦକ ହାସଲ କରିଥିଲା। ଚଳିତ ବର୍ଷ ଦଳରେ ବହୁ ଯୁବ ଖେଳାଳି ରହିଥିବାରୁ ବଗତ ବର୍ଷଠାରୁ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି ଦଳ।

ସର୍ଦ୍ଦାର ସିଂହଙ୍କ ନେତୃତ୍ୱରେ ରବିବାର କାନାଡାକୁ ୩-୧ରେ ପରାଜିତ କରିଥିଲା ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story