ସୁନ୍ଦରଗଡ଼: ଜିଲ୍ଲା ଫୁଟବଲ୍ ଲିଗ୍ ଆରମ୍ଭ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସାଂସଦ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ଫୁଟବଲ ଲିଗ-୨୦୧୫ ଉଦଘାଟିତ ହୋଇଯାଇଛି। ସୁନ୍ଦରଗଡ଼ ଏସପି ଆର ପ୍ରକାଶ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ କ୍ରୀଡ଼ା ସାଂସଦ ସଂପାଦକ ଦୁର୍ଗାମାଧବ ପଟେଲ, ଜିଲ୍ଲା କ୍ରୀଡ଼ା ଅଧିକାରୀ ତେଜକୁମାର ଖେସ ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ରହିଥିଲେ। ଉଦଘାଟନୀ ମ୍ୟାଚ ଲକ୍ଷ୍ମୀନାରାୟଣ କ୍ଲବ ଧଉରାଅଢା ଏବଂ କରମଡିହୀ ଫୁଟବଲ କମିଟି ଖେଳାଯାଇଥିଲା। ଏଥିରେ କରମଡିହୀ ଫୁଟବଲ କମିଟି ୧-୦ ଗୋଲରେ ବିଜୟୀ ରହିଥିଲା। ସେପ୍ଟେମ୍ବର […]

football

football

Rakesh Mallick
  • Published: Friday, 04 September 2015
  • Updated: 04 September 2015, 08:02 AM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସାଂସଦ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ଫୁଟବଲ ଲିଗ-୨୦୧୫ ଉଦଘାଟିତ ହୋଇଯାଇଛି। ସୁନ୍ଦରଗଡ଼ ଏସପି ଆର ପ୍ରକାଶ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ କ୍ରୀଡ଼ା ସାଂସଦ ସଂପାଦକ ଦୁର୍ଗାମାଧବ ପଟେଲ, ଜିଲ୍ଲା କ୍ରୀଡ଼ା ଅଧିକାରୀ ତେଜକୁମାର ଖେସ ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ରହିଥିଲେ। ଉଦଘାଟନୀ ମ୍ୟାଚ ଲକ୍ଷ୍ମୀନାରାୟଣ କ୍ଲବ ଧଉରାଅଢା ଏବଂ କରମଡିହୀ ଫୁଟବଲ କମିଟି ଖେଳାଯାଇଥିଲା। ଏଥିରେ କରମଡିହୀ ଫୁଟବଲ କମିଟି ୧-୦ ଗୋଲରେ ବିଜୟୀ ରହିଥିଲା। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ୪ଟି ଗ୍ରୁପରେ ମୋଟ ୪୧ଟି ଟିମ ଭାଗ ନେବେ। ଫାଇନାଲ ମ୍ୟାଚ ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story