ଏହି ପୂର୍ବତନ ସ୍ପିନର୍ ହେଲେ ବିସିସିଆଇ ଚୟନକମିଟି ଅଧ୍ୟକ୍ଷ

ମୁମ୍ବାଇ: ଭାରତର ପୂର୍ବତନ ସ୍ପିନର୍ ସୁନୀଲ ଯୋଶୀଙ୍କୁ ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ କରାଯାଇଛି। ବିସିସିଆଇ ସୁନୀଲ ଯୋଶୀଙ୍କ ବ୍ୟତୀତ ହରବିନ୍ଦର ସିଂହଙ୍କୁ ମଧ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି। ଏବେ ଯୋଶୀ ପୂର୍ବତନ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ସ୍ଥାନ ନେବେ। ସେହିପରି ହରବିନ୍ଦର ଏବେ ଗଗନ ଖୋଡାଙ୍କ ସ୍ଥାନ ନେଇଛନ୍ତି । ପୂର୍ବତନ କ୍ରିକେଟର ମଦନ ଲାଲ୍‌, ଆରପି ସିଂ ଏବଂ ସୁଲକ୍ଷଣା ନାଏକଙ୍କୁ ନେଇ ଗଠିତ କ୍ରିକେଟ୍ ଆଡଭାଇଜରୀ କମିଟି (ସିଏସି) […]

joshi

joshi

Ranjit Kumar Jena
  • Published: Wednesday, 04 March 2020
  • Updated: 04 March 2020, 07:13 PM IST

Sports

Latest News

ମୁମ୍ବାଇ: ଭାରତର ପୂର୍ବତନ ସ୍ପିନର୍ ସୁନୀଲ ଯୋଶୀଙ୍କୁ ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ କରାଯାଇଛି। ବିସିସିଆଇ ସୁନୀଲ ଯୋଶୀଙ୍କ ବ୍ୟତୀତ ହରବିନ୍ଦର ସିଂହଙ୍କୁ ମଧ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି। ଏବେ ଯୋଶୀ ପୂର୍ବତନ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ସ୍ଥାନ ନେବେ। ସେହିପରି ହରବିନ୍ଦର ଏବେ ଗଗନ ଖୋଡାଙ୍କ ସ୍ଥାନ ନେଇଛନ୍ତି । ପୂର୍ବତନ କ୍ରିକେଟର ମଦନ ଲାଲ୍‌, ଆରପି ସିଂ ଏବଂ ସୁଲକ୍ଷଣା ନାଏକଙ୍କୁ ନେଇ ଗଠିତ କ୍ରିକେଟ୍ ଆଡଭାଇଜରୀ କମିଟି (ସିଏସି) ଯୋଶୀଙ୍କ ନିଯୁକ୍ତି କରିଛି।

ଯୋଶୀଙ୍କ ଚୟନକର୍ତ୍ତା ଅଧ୍ୟକ୍ଷ ହେବା ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ହୋଇ ଆସୁଛି। ସିଏସିର ସଦସ୍ୟ ମଦନ ଲାଲ କହିଛନ୍ତି, ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆମକୁ ଚୟନକର୍ତ୍ତା ନିଯୁକ୍ତି ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ। ଗାଙ୍ଗୁଲି ମଧ୍ୟ ଏ ସମ୍ବନ୍ଧରେ ସିଏସି ସହ କୌଣସି ଆଲୋଚନା କରିନଥିଲେ। ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି, "ସିଏସି ଚୟନକମିଟି ଅଧ୍ୟକ୍ଷ ଭାବେ ପୂର୍ବତନ ବାମହାତୀ ସ୍ପିନର ଯୋଶୀଙ୍କ ନାଁ ସୁପାରିସ୍ କରିଛି। ସିଏସି ବର୍ଷକ ପରେ ତାଙ୍କ (ଯୋଶୀ) କାମ ଉପରେ ସମୀକ୍ଷା କରିବ ଏବଂ ବିସିସିଆଇକୁ ଏହାର ରିପୋର୍ଟ ଦେବ।" ଯୋଶୀ ଓ ହରବିନ୍ଦରଙ୍କ ବ୍ୟତୀତ ଚୟନକମିଟି ପ୍ୟାନେଲରେ ଅନ୍ୟ ତିନିଜଣ ସଦସ୍ୟ ହେଲେ ଦେବାଙ୍ଗ ଗାନ୍ଧି, ଶରନଦୀପ ସିଂହ ଓ ଯତୀନ ପରାଞ୍ଜପେ, ଯେଉଁମାନଙ୍କର କାର୍ଯ୍ୟକାଳ ଚଳିତବର୍ଷ ୨୦୨୦ ସୁଦ୍ଧା ଶେଷ ହେବ।

ସୂଚନାଯୋଗ୍ୟ, ଯୋଶୀ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଭାରତ ପକ୍ଷରୁ ୧୫ ଟେଷ୍ଟରେ ୪୧ ୱିକେଟ୍ ଓ ୬୯ ଦିନିକିଆ ମ୍ୟାଚ୍ ଖେଳି ୬୯ ୱିକେଟ୍ ନେଇଛନ୍ତି। କର୍ଣ୍ଣାଟକାର ଏହି ଅଭିଜ୍ଞ କ୍ରିକେଟର୍ ପ୍ରଥମଶ୍ରେଣୀ କ୍ରିକେଟରେ ୧୬୦ ମ୍ୟାଚ୍ ଖେଳି ୨୫.୧୨ ହାରରେ ୬୧୫ ୱିକେଟ୍ ନେଇଛନ୍ତି। ସେହିପରି ହରବିନ୍ଦର ଭାରତ ପକ୍ଷରୁ ୩ ଟେଷ୍ଟ ଓ ୧୬ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ନୂଆ ଚୟନକମିଟି ଦକ୍ଷିଣ ଆଫ୍ରିକା ବିପକ୍ଷ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଟିମ୍ ଚୟନ କରିବ। ସିଏସିର ନିଯୁକ୍ତି ଜାନୁଆରୀ ୩୧ ତାରିଖରେ କରାଯାଇଥିଲା, ଏହାର ପ୍ରଥମ ବୈଠକ ମଙ୍ଗଳବାର ଆୟୋଜିତ ହୋଇଥିଲା।

ସୂଚନାଯୋଗ୍ୟ, ସିଏସି ନୂଆ ଚୟନକର୍ତ୍ତା ପଦବୀ ପାଇଁ ମୁମ୍ବାଇସ୍ଥିତ ବିସିସିଆଇ କାର୍ଯ୍ୟାଳୟରେ ପାଞ୍ଚ ଚୂଡ଼ାନ୍ତ ପ୍ରାର୍ଥୀଙ୍କର ସାକ୍ଷାତକାର ନେଇଥିଲା । ଯୋଶୀ ଓ ହରବିନ୍ଦରଙ୍କ ବ୍ୟତୀତ ଭେଙ୍କଟେଶ ପ୍ରସାଦ, ଲକ୍ଷ୍ମଣ ଶିବରାମକ୍ରିଷ୍ଣନ୍ ଓ ରାଜେଶ ଚୌହାନ୍ ଏହି ଦୌଡ଼ରେ ସାମିଲ୍ ଥିଲେ। ତେବେ ଏହି ଦୁଇଟି ପଦବୀ ପାଇଁ ମୋଟ ୪୪ଟି ଆବେଦନ ମିଳିଥିଲା। ଚୟନକର୍ତ୍ତାଙ୍କୁ ଚୟନ କରିବା ପାଇଁ ବିସିସିଆଇ ତିନିଜଣିଆ ସିଏସି କମିଟି ଚୟନ କରିଥିଲା, ଯେଉଁଥିରେ ମଦନ ଲାଲ, ଆରପି ସିଂହ ଓ ସୁଲକ୍ଷଣା ନାଏକ ସାମିଲ୍ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story