ଏହି ଓଡ଼ିଆ ଖେଳାଳିଙ୍କୁ ମିଳିଲା ବଡ଼ ଦାୟିତ୍ୱ: ନେବେ ଭାରତୀୟ ଦଳର ନେତୃତ୍ୱ

ଓଡ଼ିଆ ଖେଳାଳି ସୁନୀତା ଲାକ୍ରା ହେଲେ ଭାରତୀୟ ମହିଳା ହକି ଦଳର କ୍ୟାପଟେନ୍। ଆସନ୍ତା ୧୩ ତାରିଖରୁ କୋରିଆର ଡୋଙ୍ଗହେ ସିଟିରେ ହେବାକୁ ଥିବା ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ସେ ଭାରତର ନେତୃତ୍ୱ ନେବେ।  ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ସୁନୀତା ଲାକ୍ରାଙ୍କ ସମେତ ୫ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ, ଲିଳିମା ମିଞ୍ଜ ଓ ଅନୁପା ବାର୍ଲା। […]

678040-sunita-lakra-twitter

Rakesh Mallick
  • Published: Wednesday, 02 May 2018
  • , Updated: 02 May 2018, 03:49 PM IST

ଓଡ଼ିଆ ଖେଳାଳି ସୁନୀତା ଲାକ୍ରା ହେଲେ ଭାରତୀୟ ମହିଳା ହକି ଦଳର କ୍ୟାପଟେନ୍। ଆସନ୍ତା ୧୩ ତାରିଖରୁ କୋରିଆର ଡୋଙ୍ଗହେ ସିଟିରେ ହେବାକୁ ଥିବା ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ସେ ଭାରତର ନେତୃତ୍ୱ ନେବେ।  ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ସୁନୀତା ଲାକ୍ରାଙ୍କ ସମେତ ୫ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ, ଲିଳିମା ମିଞ୍ଜ ଓ ଅନୁପା ବାର୍ଲା। ନିୟମିତ ଅଧିନାୟିକା ରାଣୀଙ୍କୁ ବିଶ୍ରାମ ଦିଆଯାଇଛି। ଆସନ୍ତା ୧୩ ତାରିଖରେ ଜାପାନ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିବ ଭାରତ।

Related story