ସୁଶୀଲ କୁମାରଙ୍କୁ ମିଳିଲା ୱାର୍ଲ୍ଡ ଚାମ୍ପିୟନଶିପ୍ ଟିକେଟ୍

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ରେସଲର୍ ସୁଶୀଲ କୁମାର ମଙ୍ଗଳବାର ହୋଇଥିବା ୭୪ କେଜି ଟ୍ରାଏଲରେ ଜିତେନ୍ଦ୍ର କୁମାରଙ୍କୁ ୪-୨ରେ ହରାଇ ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ଭାରତୀୟ ଟିମରେ ସ୍ଥାନ ପକ୍କା କରିଛନ୍ତି। ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳିଥିବା ଦୁଇ ରେସଲର୍ ଫାଇନାଲରେ ପରସ୍ପରକୁ ଲଗାତାର ଆକ୍ରମଣ କରିଥିଲେ। ଆଇଜିଆଇ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲା ଦେଖିବା ପାଇଁ ପ୍ରାୟ ୧୫୦୦ ଦର୍ଶକ ଉପସ୍ଥିତ ଥିଲେ। ସୁଶୀଲ ପ୍ରଥମ ପିରିୟଡରେ ୪-୦ର ଅଗ୍ରଣୀ ହାସଲ କରିନେଇ […]

sushil

sushil

Ranjit Kumar Jena
  • Published: Tuesday, 20 August 2019
  • Updated: 20 August 2019, 06:16 PM IST

Sports

Latest News

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ରେସଲର୍ ସୁଶୀଲ କୁମାର ମଙ୍ଗଳବାର ହୋଇଥିବା ୭୪ କେଜି ଟ୍ରାଏଲରେ ଜିତେନ୍ଦ୍ର କୁମାରଙ୍କୁ ୪-୨ରେ ହରାଇ ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ଭାରତୀୟ ଟିମରେ ସ୍ଥାନ ପକ୍କା କରିଛନ୍ତି। ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳିଥିବା ଦୁଇ ରେସଲର୍ ଫାଇନାଲରେ ପରସ୍ପରକୁ ଲଗାତାର ଆକ୍ରମଣ କରିଥିଲେ। ଆଇଜିଆଇ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲା ଦେଖିବା ପାଇଁ ପ୍ରାୟ ୧୫୦୦ ଦର୍ଶକ ଉପସ୍ଥିତ ଥିଲେ।

ସୁଶୀଲ ପ୍ରଥମ ପିରିୟଡରେ ୪-୦ର ଅଗ୍ରଣୀ ହାସଲ କରିନେଇ ଥିଲେ। ଦ୍ୱିତୀୟ ପିରିୟଡରେ ଜିତେନ୍ଦ୍ରଙ୍କ ଆଖିରେ ଆଘାତ ଲାଗିଥିଲେ, କିନ୍ତୁ ବର୍ଷକ ପରେ ମ୍ୟାଟକୁ ଫେରିଥିବା ସୁଶୀଲ ଏଥିପାଇଁ କ୍ଷମା ମାଗିଥିଲେ। ଏହା ପରେ ସୁଶୀଲଙ୍କ ଆଉ ଏକ ଶକ୍ତ ମୁଭ୍ ଦ୍ୱାରା ଜିତେନ୍ଦ୍ରଙ୍କ କହୁଣିରେ ମଧ୍ୟ ଆଘାତ ଲାଗିଥିଲା ଏବଂ ତାଙ୍କୁ ଖୁବ୍ ଯନ୍ତ୍ରଣା ମଧ୍ୟ ହୋଇଥିଲା। ଏହା ସତ୍ତ୍ୱେ ଜିତେନ୍ଦ୍ର ହାର୍ ମାନିନଥିଲେ ଏବଂ ସୁଶୀଲଙ୍କ ଡାହାଣ ଗୋଡ ତିନିଥର ଜାବୁଡି ଧରିଥିଲେ, କିନ୍ତୁ ଏହାକୁ ସେ ପଏଣ୍ଟରେ ପରିବର୍ତ୍ତନ କରିପାରିନଥିଲେ।

ମୁକାବିଲା ମଝିରେ ସୁଶୀଲଙ୍କୁ ଦୁଇଥର ମେଡିକାଲ୍ ବ୍ରେକ୍ ନେବାକୁ ପଡ଼ିଥିଲା। ଏହା ପରେ ଜିତେନ୍ଦ୍ର ଦୁଇଟି ପୁଶ-ଆଉଟ୍ ପଏଣ୍ଟ ନେଇ ପରାଜୟ ବ୍ୟବଧାନକୁ କମ୍ କରିଥିଲେ। ଜିତେନ୍ଦ୍ରଙ୍କୁ ୭୯ କେଜି ଓଜନ ବର୍ଗରେ ମଧ୍ୟ ୱାର୍ଲ୍ଡ ଚାମ୍ପିୟନଶିପ୍ ଟିକେଟ୍ ହାସଲ କରିବା ପାଇଁ ସୁଯୋଗ ମିଳିବ। ଏଥିରେ ସେ ବର୍ତ୍ତମାନର ବିଜେତା ଭିର୍ଦେବ ଗୁଲିଆଙ୍କୁ ଚ୍ୟାଲେଞ୍ଜ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story