ସୟଦ ମୋଦି ଇଣ୍ଟରନ୍ୟାଶନାଲ୍‌: ସେମିରେ ସୌରଭ ଓ ଋତୁପର୍ଣ୍ଣା

ଲକ୍ଷ୍ନୌ: ଭାରତୀୟ ଶଟଲର୍ ସୌରଭ ବର୍ମା ଓ ଋତୁପର୍ଣ୍ଣା ଦାସ ଚଳିତ ସୟଦ ମୋଦି ଇଣ୍ଟରନ୍ୟାଶନାଲ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ତେବେ କିଦାମ୍ବୀ ଶ୍ରୀକାନ୍ତ କ୍ୱାର୍ଟରଫାଇନାଲରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ହାଇଦ୍ରାବାଦ୍ ଓ ଭିଏତନାମ ଟାଇଟଲ୍ ଜିତିଥିବା ସୌରଭ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରରେ ଥାଇଲ୍ୟାଣ୍ଡର କୁନଲାଭୁତ୍ ଭିତିଦସାର୍ନଙ୍କୁ ୨୧-୧୯, ୨୧-୧୬ ଗେମରେ ହରାଇଛନ୍ତି। ୨୬ ବର୍ଷୀୟ ସୌରଭ ଫାଇନାଲ୍ ଟିକେଟ୍ ପାଇଁ ହଂକଂର ହିଓ କ୍ୱାଙ୍ଗ୍ ହୀ’ଙ୍କୁ ଭେଟିବେ। ସେହିପରି ମହିଳା ସିଙ୍ଗଲ୍ସ […]

saurabh

saurabh

Ranjit Kumar Jena
  • Published: Friday, 29 November 2019
  • Updated: 29 November 2019, 08:59 PM IST

Sports

Latest News

ଲକ୍ଷ୍ନୌ: ଭାରତୀୟ ଶଟଲର୍ ସୌରଭ ବର୍ମା ଓ ଋତୁପର୍ଣ୍ଣା ଦାସ ଚଳିତ ସୟଦ ମୋଦି ଇଣ୍ଟରନ୍ୟାଶନାଲ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ତେବେ କିଦାମ୍ବୀ ଶ୍ରୀକାନ୍ତ କ୍ୱାର୍ଟରଫାଇନାଲରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ହାଇଦ୍ରାବାଦ୍ ଓ ଭିଏତନାମ ଟାଇଟଲ୍ ଜିତିଥିବା ସୌରଭ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରରେ ଥାଇଲ୍ୟାଣ୍ଡର କୁନଲାଭୁତ୍ ଭିତିଦସାର୍ନଙ୍କୁ ୨୧-୧୯, ୨୧-୧୬ ଗେମରେ ହରାଇଛନ୍ତି।

୨୬ ବର୍ଷୀୟ ସୌରଭ ଫାଇନାଲ୍ ଟିକେଟ୍ ପାଇଁ ହଂକଂର ହିଓ କ୍ୱାଙ୍ଗ୍ ହୀ'ଙ୍କୁ ଭେଟିବେ। ସେହିପରି ମହିଳା ସିଙ୍ଗଲ୍ସ କ୍ୱାର୍ଟରରେ ଋତୁପର୍ଣ୍ଣା ଶ୍ରୁତି ମୁଣ୍ଡାଦାଙ୍କୁ ୨୪-୨୬, ୨୧-୧୦, ୨୧-୧୯ ଗେମରେ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି। ୨୦୧୬ ଓ ୨୦୧୮ରେ ପଲିସ୍ ଇଣ୍ଟରନ୍ୟାଶନାଲ୍ ଟାଇଟଲ୍ ଜିତିଥିବା ଋତୁପର୍ଣ୍ଣା ସେମିରେ ଥାଇଲ୍ୟାଣ୍ଡର ଫିଟ୍ଟାୟାପର୍ନ ଚାଇୱାନଙ୍କୁ ଭେଟିବେ।

ତେବେ ଭାରତର ଶୀର୍ଷ ପୁରୁଷ ଖେଳାଳି ଶ୍ରୀକାନ୍ତ କ୍ୱାର୍ଟରରେ ପୂର୍ବତନ ଏକ ନମ୍ବର କୋରିଆ ଖେଳାଳି ସନ୍ ୱାନ୍ ହୋ'ଙ୍କ ନିକଟରୁ ୧୮-୨୧, ୧୯-୨୧ ଗେମରେ ହାରିଯାଇଛନ୍ତି। ମହିଳା ଡବଲ୍ସରେ କୁହୁ ଗାର୍ଗ ଓ ଅନୁଷ୍କା ପାରିଖ୍ ୧୫-୨୧, ୯-୨୧ ଗେମରେ ହଂକଂର ଏନଜି ୱିଙ୍ଗ୍ ୟୁଙ୍ଗ୍ ଓ ୟିଉଙ୍ଗ୍ ଗା ତିଙ୍ଗଙ୍କଠାରୁ ହାରିଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story